menu-iconlogo
huatong
huatong
avatar

Pheri Asila Puni Barasa (With Dialogue) M3S/136002

Aseema Pandahuatong
ᴅʀ.ᴩᴀɴᴅᴀ🎼M3S🎼huatong
가사
기록
ଓ...ଓ...ଓ...ଓ

ଓ...ଓ...ଓ...ଓ

ଓ...ଓ...ଓ...ଓ...ଓ

ଓ...ଓ...ଓ...ଓ

ଓ...ଓ...ଓ...ଓ

ଓ...ଓ...ଓ...ଓ...ଓ

ଫେରି ଆସିଲା, ପୁଣି ବରଷା

ନିଆଁ ଲାଗେରେ, ମନେ ସହସା

ଫେରି ଆସିଲା, ପୁଣି ବରଷା

ନିଆଁ ଲାଗେରେ, ମନେ ସହସା

ଭିଜି ଭିଜି ତନୁ ମନ ବାରୀ ରେ

ଆହା ଉଲ୍ଲାସେ ପରାଣ ଗାଏ ରେ

ମୟୁରୀର, ଛନ୍ଦ ତୋଳି

ନାଚିବି ମୁଁ, ସତେ ରିମଝିମ୍ ବରଷା'ର

କେତେ, ମତୁଆଲା ନିଶା

ଫେରି ଆସିଲା, ପୁଣି ବରଷା

ନିଆଁ ଲାଗେରେ, ମନେ ସହସା

ପଲ୍ଲବୀ କଳିକା ମାନେ

ବରଷା ପରଶ ପାଇଁ ଗୋପନେ

ପଲ୍ଲବୀ କଳିକା ମାନେ

ବରଷା ପରଶ ପାଇଁ ଗୋପନେ

ଖୋଜନ୍ତି...ଖିଆଲି ମନରେ

କାହାକୁ...ତାଙ୍କ ସପନେ

ଆ..ଆ..ଆ..ଆ..

ଇନ୍ଦ୍ରଧନୁ ସାଜି ଆଜି ଗଗନେ

ରଙ୍ଗ ବୋଳି ଦିଏ ଧରା ପ୍ରାଙ୍ଗଣେ

ଇନ୍ଦ୍ରଧନୁ...ରଙ୍ଗ ନେଇ

ନାଚିବି ମୁଁ, ସତେ ରିମଝିମ୍ ବରଷା'ର

କେତେ, ମତୁଆଲା ନିଶା

ଫେରି ଆସିଲା, ପୁଣି ବରଷା

ନିଆଁ ଲାଗେରେ, ମନେ ସହସା

ଫେରି ଆସିଲା, ପୁଣି ବରଷା

ନିଆଁ ଲାଗେରେ, ମନେ ସହସା

ଏମିତି, ନୂଆ ବର୍ଷାରେ

ପୁରୁଣା ଦିନ ଭାସି ଆସେ ସ୍ମୃତିରେ

ଏମିତି, ନୂଆ ବର୍ଷାରେ

ପୁରୁଣା ଦିନ ଭାସି ଆସେ ସ୍ମୃତିରେ

ତୁମରି....କଥା କହିବାକୁ

ମଳୟ....ଆସେ ବହୀ ରେ

ଆ..ଆ..ଆ..ଆ..

ତୃଷା ଭରିଥାଏ ମନେ ନୟନେ

ବୁଝିଯାଏ ବୁନ୍ଦେ ଜଳ ସେବନେ

ଚାତକର, ମନ ନେଇ

ନାଚିବି ମୁଁ, ସତେ ରିମଝିମ୍ ବରଷା'ର

କେତେ, ମତୁଆଲା ନିଶା

ଫେରି ଆସିଲା, ପୁଣି ବରଷା

ନିଆଁ ଲାଗେରେ, ମନେ ସହସା

ଫେରି ଆସିଲା, ପୁଣି ବରଷା

ନିଆଁ ଲାଗେରେ, ମନେ ସହସା

Aseema Panda의 다른 작품

모두 보기logo