menu-iconlogo
logo

Mu Je Srabani Ratira....

logo
가사
ମୁଁ ଯେ ଶ୍ରାବଣୀ ରାତିର ମଉଳା ବାଉଳା ଜହ୍ନ

ମୁଁ ଯେ ଭରା ମେଘ ଅଭିମାନ

ମୁଁ ଯେ ଶ୍ରାବଣୀ ରାତିର ମଉଳା ବାଉଳା ଜହ୍ନ

ମୁଁ ଯେ ଭରା ମେଘ ଅଭିମାନ

ମୁଁ ଯେ ଶ୍ରାବଣୀ ରାତିର ମଉଳା ବାଉଳା ଜହ୍ନ …… (0)

SIMAMI-BANSOORI

ଭ୍ରାନ୍ତ ଶିଶିର ମୁଁ ଯେ ଝରିଛିବି ନିତି ନିତି,

ଶିଉଳି ପଥର ଦେହେ

ଅମାନିଆ ନିଆଁ ମୁଁ ଯେ ଜାଳିଛିବି ନିତି ନିତି

ଦୂର ପରବତ ମୋହେ

ମୋ ଓଠେ ଅବୁଝା ଗୀତି, ମୋ ଓଠେ ଅକୁହା ତାତି

ମୋ ଓଠେ ଅବୁଝା ଗୀତି, ମୋ ଓଠେ ଅକୁହା ତାତି

ନିଜ ଲୁହ ହୁଏ ଅନନ

ମୁଁ ଯେ ଶ୍ରାବଣୀ ରାତିର ମଉଳା ବାଉଳା ଜହ୍ନ …..(1)

SIMAMI-BANSOORI

ଯା ଲାଗି ହସିଲା ଏତେ, ବାଲି ରେ ଗଲା ମାଡି,

ଛାଇ ଲେଉଟିଲା ଖାଲି

ଯେ ଫଗୁଣ ଅନାମିକା ମୋ ଗୋଲାପ କଲା ଫିକା,

ଲୁଟି ନେଲା ସବୁ ନାଲି

ସେ କେବେ ଆସିବ ଯଦି, ଲିଭା ସଳିତା କୁ ତେଜି

ସେ କେବେ ଆସିବ ଯଦି, ଲିଭା ସଳିତା କୁ ତେଜି

ହେବ ସିନା ଶେଷ କମ୍ପନ………….(2)

ମୁଁ ଯେ ଶ୍ରାବଣୀ ରାତିର ମଉଳା ବାଉଳା ଜହ୍ନ

ମୁଁ ଯେ ଭରା ମେଘ ଅଭିମାନ

ମୁଁ ଯେ ଶ୍ରାବଣୀ ରାତିର ମଉଳା ବାଉଳା ଜହ୍ନ

ମଉଳା ବାଉଳା ଜହ୍ନ ମଉଳା ବାଉଳା ଜହ୍……

SIMAMI-BANSOORI

Mu Je Srabani Ratira.... - CG - 가사 & 커버