menu-iconlogo
huatong
huatong
avatar

Chhati Tale Thae Jane Luchi

Javed Ali/Tapu Mishrahuatong
michellesylvesthuatong
가사
기록
ଛାତି ତଳେ ଥାଏ ଜଣେ ଲୁଚି

ପଚାରିଲେ କହେ ନାହିଁ କିଛି

ଛାତି ତଳେ ଥାଏ ଜଣେ ଲୁଚି

ପଚାରିଲେ କହେ ନାହିଁ କିଛି

ଟିକେ ସେ ଚୁଲବୁଲି ଟିକେ ସେ ଫୁଲେଇ

ଟିକେ ସେ ଭୋଲିଭାଲି ଟିକେ ସେ ଗେଲେଇ

ଯାହା ପାଇଁ ରାତି ଦିନ ମୋ ହୁଏ ଅଥୟ

କେହି ନୁହେଁ ଆଉ କେହି ନୁହେଁ ସିଏ ମୋର

ଛୋଟିଆ ହୃଦୟ

ସିଏ ମୋର ଛୋଟିଆ ହୃଦୟ

ଆଖି ତଳେ ଥାଏ ଜଣେ ଲୁଚି

ପଚାରିଲେ କହେ ନାହିଁ କିଛି

ଟିକେ ସେ ସାଧା ସିଧା ଟିକେ ସେ ରଙ୍ଗିଲା

ଟିକେ ସେ ସୁନା ପିଲା ଟିକେ ସେ ଚଗଲା

ଯାହା ପାଇଁ ଏଇ ମନ ମୋ ହୁଏ ଚଞ୍ଚଳ

କେହି ନୁହେଁ ଆଉ କେହି ନୁହେଁ ସିଏ ମୋର

ଆଖିର କଜଳ

ସିଏ ମୋର ଆଖିର କଜଳ

ବଗିଚା ରେ କାଲି ଫୁଲ ଥିଲା ଫିକା

ରଙ୍ଗ ଦେଲା କିଏ ବୋଳି

ରଙ୍ଗ ଦେଲା କିଏ ବୋଳି

ହଁ ବୋଳି ଦେଲା ବୋଧେ ଦୁଷ୍ଟ ପ୍ରଜାପତି

ଖେଳୁ ଖେଳୁ ଲୁଚକାଳି

ଖେଳୁ ଖେଳୁ ଲୁଚକାଳି

ଲା ଲା ଲା ଲା ଲା ଲା ଲା ଲା

କେବେ ସେ ଡାକିନି ପାଖରେ ବସାଇ

କେବେ ସେ କାନେ କହି ଲାଜରେ ଭିଯାଏ

ପାଖେ ଥାଏ ହେଲେ ତାକୁ ଛୁଇଁ ହୁଏନା

କେହି ନୁହେଁ ଆଉ କେହି ନୁହେଁ ସିଏ ମୋର

ମନେଇ ଆଇନା

ସିଏ ମୋର ମନେଇ ଆଇନା

ଲା ଲା ଲା ଲା ଲା ଲା ଲା ଲା ଲା ଲା

ଲା ଲା ଲା ଲା ଲା ଲା ଲା ଲା ଲା

ବିନା ବରଷାରେ ଆକାଶରେ କିଏ

ଇନ୍ଦ୍ରଧନୁ ଦେଲା ଆଙ୍କି

ଇନ୍ଦ୍ରଧନୁ ଦେଲା ଆଙ୍କି

ଓଢଣୀରୁ ମୋର ଉଡିଗଲା ରଙ୍ଗ

ତା ଆଖି ପାରିଲା ଦେଖି

ତା ଆଖି ପାରିଲା ଦେଖି ହାଏ

ବୋ ଓ ବୋ ଓ ବୋ ଓ ଓ ଓ

ମନ ମୋ ଛୁଆଁ ତାର ନିଦରୁ ଉଠାଏ

ଓଠରେ ଓଠ ଥୋଇ ପ୍ରେମ ସେ ଶିଖାଏ

ଧୀରେ ଧୀରେ ବଢାଏ ସେ ମୋ ଛାତି ସ୍ପନ୍ଦନ

କେହି ନୁହେଁ ଆଉ କେହି ନୁହେଁ ସିଏ ମୋର

ମିଛେଇ ସପନ

ସିଏ ମୋର ମିଛେଇ ସପନ

ସିଏ ମୋର ଆଖିର କଜଳ

ସିଏ ମୋର ଛୋଟିଆ ହୃଦୟ

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷରେ

Javed Ali/Tapu Mishra의 다른 작품

모두 보기logo