menu-iconlogo
huatong
huatong
avatar

Barsha My Darling

Kumar Bapi/Ira Mohantyhuatong
bigbobby9huatong
가사
기록
ବର୍ଷା, my darling

ବର୍ଷା, my darling

ବର୍ଷା, my darling

ବର୍ଷା, my darling

I love you ବର୍ଷା (ଆଛା?)

You love me ବର୍ଷା

You love me ବର୍ଷା

I love you ବର୍ଷା

I love you ବର୍ଷା (ହୁଁ-ହୁଁ)

You love me ବର୍ଷା (ହୁଁ-ହୁଁ)

You love me ବର୍ଷା

I love you ବର୍ଷା

ତୋ ଆଶା ମୋ ଆଶା

ମୋ ଆଶା ତୋ ଆଶା

ତୋ ଆଶା ମୋ ଆଶା

ମୋ ଆଶା ତୋ ଆଶା

ଆମ ପ୍ରେମ ଗୋଟେ ବାଇଚଢ଼େଇ ବସା

(God promise? God promise)

ବର୍ଷା, my darling, darling

ବର୍ଷା, my darling

ତୁ ଦେଖିଲୁ ମତେ, ମୁଁ ଦେଖିଲି ତତେ

ଦେଖୁ-ଦେଖୁ ଦେଖା

କଥା ବଢିଗଲା କେତେ

ହୋ, ତୁ ଦେଖିଲୁ ମତେ, ମୁଁ ଦେଖିଲି ତତେ

ଦେଖୁ-ଦେଖୁ ଦେଖା

କଥା ବଢିଗଲା କେତେ

ମୁଁ କଥା ଦେଇଥିଲି ଆସିବାକୁ ଆସିଗଲି

ମୋର ଭଲ-ମନ୍ଦ ସବୁ ତୋ ଜିମାରେ ଦେଲି

ତୋ ଭାଷା ମୋ ଭାଷା

ମୋ ଭାଷା ତୋ ଭାଷା

ତୋ ଭାଷା ମୋ ଭାଷା

ମୋ ଭାଷା ତୋ ଭାଷା

ଆମ ପ୍ରେମ ଗୋଟେ ବାଇଚଢ଼େଇ ବସା

(God promise? God promise)

ବର୍ଷା, my darling

ବର୍ଷା, my darling

ବର୍ଷାକୁ ଦେଖିଲେ ନିଶା

ବର୍ଷାରେ ତିନ୍ତିଲେ ନିଶା

ଜଣକୁ ପାଏ ମୁଁ ଭଲ

ଜଣକୁ କରେ ମୁଁ ଇର୍ଷା

ହୋ, ବର୍ଷାକୁ ଦେଖିଲେ ନିଶା

ବର୍ଷାରେ ତିନ୍ତିଲେ ନିଶା

ଜଣକୁ ପାଏ ମୁଁ ଭଲ

ଜଣକୁ କରେ ମୁଁ ଇର୍ଷା

ସିଏ ମୋ ସଙ୍ଗାତ ଚାଲିଯିବ ଛୁଇଁ-ଛୁଇଁ

ତୁ ତ ମୋ ମିତ ସାରା ଜୀବନଟା ପାଇଁ

ତୋ ଭାଷା ମୋ ଆଶା

ମୋ ଭାଷା ତୋ ଆଶା

ତୋ ଭାଷା ମୋ ଆଶା

ମୋ ଭାଷା ତୋ ଆଶା

ଆମ ପ୍ରେମ ଗୋଟେ ବାଇଚଢ଼େଇ ବସା

(God promise? God promise)

ବର୍ଷା, my darling, darling

ବର୍ଷା, my darling

Kumar Bapi/Ira Mohanty의 다른 작품

모두 보기logo
Barsha My Darling - Kumar Bapi/Ira Mohanty - 가사 & 커버