@ UPLOADING BY:-
꧁🌸🅑🅐🅓🅐🅛🌸꧂
🎻BADAL💞MUSIC💞CARE🎻
ROOM ID :-470457
ପଥର ତଳେ କାନ୍ଦୁଚି ~~ମା ,ଭାଗ୍ୟ ତ ମୋର
🎻🎻🎻🎻
ପଥର କୁ କରିବି ମା ~~ଶୁଖିଲା ପତର
🎻🎻🎻🎻
ମା ହେଇ କଲୁ କାଇଁ ,ମା ହେଇ କଲୁ କାଇଁ
ପାତର ଅନ୍ତର
ପଥର ତଳେ କାନ୍ଦୁଚି ~~ମା, ଭାଗ୍ୟ ତ ମୋର
@ UPLOADING BY:-
꧁🌸🅑🅐🅓🅐🅛🌸꧂
🎻BADAL💞MUSIC💞CARE🎻
ROOM ID :-470457
ବସା ବାନ୍ଧି ବାକୁ ଡାଳ ଟିଏ ଦେଇ
ଭାଙ୍ଗିଦେଲୁ ପୁଣି ପବନ ରେ
ସୁଖ ବୋଲି କେଉଁ ଅମୁଲ ଦରବ
ଜାଣିଲି ଣି ଏଇ ଜୀବନ ରେ
ବରଷା ହେଇ ଝରୁଛି ~~~ମା ଲୁହ ତ ମୋର
🎻🎻🎻🎻
ସେ ଲୁହ କୁ କରିଦେ ~~~ମା ହସର ଜୁଆର
🎻🎻🎻🎻
ମା ହେଇ କଲୁ କାଇଁ ,ମା ହେଇ କଲୁ କାଇଁ
ପାତର ଅନ୍ତର
ପଥର ତଳେ କାନ୍ଦୁଚି ~~ମା, ଭାଗ୍ୟ ତ ମୋର
@ UPLOADING BY:-
꧁🌸🅑🅐🅓🅐🅛🌸꧂
🎻BADAL💞MUSIC💞CARE🎻
ROOM ID :-470457
ରାତି ପରେ ଦିନ ଦୁଃଖ ପରେ ସୁଖ
ଲେଖା ଯଦି ସବୁ କପାଳ ରେ
ମୋ ପୋଡା କପାଳେ କାହିଁକି ମା ଲୋ
ଦୁଃଖ ଲେଖା ହେଲା କାଳେ କାଳେ
ଅନ୍ଧାର ଘେରି ରହଛି ~~~ମା ବାଟ ତ ମୋର
🎻🎻🎻🎻
ଅନ୍ଧାରକୁ କରିଦେ ~~~ମା ସୁନାର ସକାଳ
🎻🎻🎻🎻
ମା ହେଇ କଲୁ କାଇଁ ,ମା ହେଇ କଲୁ କାଇଁ
ପତର ଅନ୍ତର
ପଥର ତଳେ କାନ୍ଦୁଚି ~~ମା, ଭାଗ୍ୟ ତ ମୋର
🎻🎻🎻🎻
ପଥର କୁ କରିବି ମା ~~ଶୁଖିଲା ପତର
🎻🎻🎻🎻
ମା ହେଇ କଲୁ କାଇଁ ,ମା ହେଇ କଲୁ କାଇଁ
ପାତର ଅନ୍ତର
ପଥର ତଳେ କାନ୍ଦୁଚି ~~ମା, ଭାଗ୍ୟ ତ ମୋର
🎻🎻🎻🎻
ପଥର କୁ କରିବି ମା ~~ଶୁଖିଲା ପତର
@ UPLOADING BY:-
꧁🌸🅑🅐🅓🅐🅛🌸꧂
🎻BADAL💞MUSIC💞CARE🎻
ROOM ID :-470457