@ UPLOADING BY-
꧁🌸🅑🅐🅓🅐🅛🌸꧂
💕LOVERS OF 90st💕Lo9 💕
ROOM ID;-470457,121001
ପ୍ରିୟା ଲୋ , ପ୍ରିୟା ଲୋ ,ପ୍ରିୟା ଲୋ , ପ୍ରିୟା ଲୋ
ମସାଣିର ଜୁଇ ପରି ଜାଳିଦେଲୁ ମତେ ଲୋ ଜାଳିଦେଲୁ ମତେ
ବିଶ୍ୱାସ ରେ ବିଷ ଦେଇ ମାରିଦେଲୁ ମତେ ଲୋ ମାରିଦେଲୁ ମତେ
ମୋ ଜୁଇ ପାଉଁଶ ତଥାପି କହୁଛି
ମୋ ଜୁଇ ପାଉଁଶ ତଥାପି କହୁଛି
ଭଲ ମୁ ପାଉଛି ତତେ ଲୋ
ଭଲ ମୁ ପାଉଛି ତତେ ଲୋ ~~
ଭଲ ମୁ ପାଉଛି ତତେ ଲୋ
ପ୍ରିୟା ଭଲ ମୁ ପାଉଛି ତତେ
@ UPLOADING BY-
꧁🌸🅑🅐🅓🅐🅛🌸꧂
💕LOVERS OF 90st💕Lo9 💕
ROOM ID;-470457,121001
ଭାବିଥିଲି ମୋ ପାଲିଙ୍କି ଯିବା ତୋ ଘରକୁ
କୋକେଇ ରେ ସବ ମୋର ଗଲା ମଶାଣୀକୁ
ଗଲା ମଶାଣୀକୁ
ଭାବିଥିଲି ତୋ ଦୁଆରେ ବାନ୍ଧି ଦବୁ ବେଦୀ
ସେ ଦୁଆରେ ମୋ ପ୍ରେମକୁ ଦେଲୁ ତୁ ସମାଧି
ଦେଲୁ ତୁ ସମାଧି
ସମାଧି ଭିତରୁ ମୋ ପ୍ରେମ କହୁଛି
ସମାଧି ଭିତରୁ ମୋ ପ୍ରେମ କହୁଛି
ଭୁଲି ମୁଁ ପାରୁନି ତତେ ଲୋ
ଭୁଲି ମୁଁ ପାରୁନି ତତେ ଲୋ
ଭଲ ମୁ ପାଉଛି ତତେ ଲୋ
ପ୍ରିୟା ଭଲ ମୁ ପାଉଛି ତତେ
@ UPLOADING BY-
꧁🌸🅑🅐🅓🅐🅛🌸꧂
💕LOVERS OF 90st💕Lo9 💕
ROOM ID;-470457,121001
ସମାଧି ଭିତରୁ ପୁଣି ଉଠି ଆସିବି ଲୋ
ଜମା ପାଖରୁ ମୁଁ ପୁଣି ଫେରି ଆସିବି ଲୋ
ଫେରି ଆସିବି
ହୋ ଏ ଜନମେ ଅଧା ଯଦି ରହିଲା ମୋ ପ୍ରେମ
ସେଇ ପ୍ରେମ ପାଇବାକୁ ନେବି ପୁର୍ଣ ଜନ୍ମ
ନେବି ପୁର୍ଣ ଜନ୍ମ
ଆର ଜନମ ରେ ଦେଖା ହେଲେ ଆଉ
ଆର ଜନମ ରେ ଦେଖା ହେଲେ ଆଉ
ଛାଡ଼ିବି ନାହିଁ ମୁଁ ତତେ ଲୋ
ଛାଡ଼ିବି ନାହିଁ ମୁଁ ତତେ ଲୋ
ଭୁଲି ମୁଁ ପାରୁନି ତତେ ଲୋ
ପ୍ରିୟା ଭୁଲି ମୁଁ ପାରୁନି ତତେ
ମସାଣିର ଜୁଇ ପରି ଜାଳିଦେଲୁ ମତେ ଲୋ ଜାଳିଦେଲୁ ମତେ
ବିଶ୍ୱାସ ରେ ବିଷ ଦେଇ ମାରିଦେଲୁ ମତେ ଲୋ ମାରିଦେଲୁ ମତେ
ମୋ ଜୁଇ ପାଉଁଶ ତଥାପି କହୁଛି
ମୋ ଜୁଇ ପାଉଁଶ ତଥାପି କହୁଛି
ଭଲ ମୁ ପାଉଛି ତତେ ଲୋ
ଭଲ ମୁ ପାଉଛି ତତେ
ପ୍ରିୟା ଲୋ , ପ୍ରିୟା ଲୋ ,ପ୍ରିୟା ଲୋ , ପ୍ରିୟା ଲୋ
@ UPLOADING BY-
꧁🌸🅑🅐🅓🅐🅛🌸꧂
💕LOVERS OF 90st💕Lo9 💕
ROOM ID;-470457,121001