menu-iconlogo
huatong
huatong
odia-bhakti-bhabara-sahare-mora-bhaba-mandira-odia-bhajan-hq-clean-track-jp-171653-cover-image

BHABARA SAHARE MORA BHABA MANDIRA ODIA BHAJAN HQ CLEAN TRACK JP 171653

ODIA BHAKTIhuatong
LB🎵MUSICAL🎶🎸ODIAhuatong
가사
기록
ଭାବର ସହରେ ମୋର ଭାବ ମନ୍ଦିର

ଭାବଡୋରେ ବନ୍ଧା ମୋର କଳା ଠାକୁର

ଭାବର ସହରେ ମୋର ଭାବ ମନ୍ଦିର

ଭାବଡୋରେ ବନ୍ଧା ମୋର କଳା ଠାକୁର

ଭାବକୁ ନିକଟ ସେତ ଅଭାବକୁ ଦୂର

ଭାବକୁ ନିକଟ ସେତ ଅଭାବକୁ ଦୂର

ସିମାହିନ ଆକାଶ ସେ ସିମାହିନ ସାଗର...

ଭାବର ସହରେ ମୋର ଭାବ ମନ୍ଦିର

ଭାବଡୋରେ ବନ୍ଧା ମୋର କଳା ଠାକୁର

JAGANNATH PREMI

ROOM ID -171653

TIME-7:00PM-8:30PM

ଭାବରେ ବୁଡିବ ଯିଏ

ଭାବରେ ହଜିବ ଯିଏ

ଭାବରେ ରସିବ ଯିଏ

ଆନନ୍ଦ ଆନନ୍ଦ....

ପାପରେ ବୁଡିବ ଯିଏ

ମିଛରେ ରସିବ ଯିଏ

ମାୟାରେ ହଜିବ ଯିଏ

ବିଷାଦ ବିଷାଦ....

*************************

ଭାବରେ ବୁଡିବ ଯିଏ

ଭାବରେ ହଜିବ ଯିଏ

ଭାବରେ ରସିବ ଯିଏ

ଆନନ୍ଦ ଆନନ୍ଦ....

ପାପରେ ବୁଡିବ ଯିଏ

ମିଛରେ ରସିବ ଯିଏ

ମାୟାରେ ହଜିବ ଯିଏ

ବିଷାଦ ବିଷାଦ....

ଭାବରେ ଭାବରେ ଚାଲେ

ଅଭାବି ସଂଶର

ଭାବରେ ଭାବରେ ଚାଲେ

ଅଭାବି ସଂଶର

ଆନନ୍ଦ ବିଷାଦ ଭରା ଏ ଭବ ସଂସାର

ଭାବର ସହରେ ମୋର ଭାବ ମନ୍ଦିର

ଭାବଡୋରେ ବନ୍ଧା ମୋର କଳା ଠାକୁର

LAXMAN MOHANTY UPLOAD

REQUEST BY LUCKY ODISHA

LB MUSICAL ODIA

ଧରମ କରମ ସତ

ଜନମ ମରଣ ସତ

ଆତ୍ମା ପରମାତ୍ମା ସତ

ମିଛ ଏ ଜଗତ

ଧନ ଯଉବନ ମିଛ

କୁଟୁମ୍ବ ସଂସାର ମିଛ

କାମନା ବାସନା ମିଛ

ସତ ମୋ ଜଗନ୍ନାଥ...

*************************

ଧରମ କରମ ସତ

ଜନମ ମରଣ ସତ

ଆତ୍ମା ପରମାତ୍ମା ସତ

ମିଛ ଏ ଜଗତ

ଧନ ଯଉବନ ମିଛ

କୁଟୁମ୍ବ ସଂସାର ମିଛ

କାମନା ବାସନା ମିଛ

ସତ ମୋ ଜଗନ୍ନାଥ...

ମିଛ ରେ ସତ ରେ ଗଢା

ଏ ମନ ଶରୀର

ମିଛ ରେ ସତ ରେ ଗଢା

ଏ ମନ ଶରୀର

ମହାମାୟା ଛଳ ଭରା

ଏ ଜଗତ ସଂସାର

ଭାବର ସହରେ ମୋର ଭାବ ମନ୍ଦିର

ଭାବଡୋରେ ବନ୍ଧା ମୋର କଳା ଠାକୁର

ଭାବର ସହରେ ମୋର ଭାବ ମନ୍ଦିର

ଭାବଡୋରେ ବନ୍ଧା ମୋର କଳା ଠାକୁର

ଭାବକୁ ନିକଟ ସେତ ଅଭାବକୁ ଦୂର

ଭାବକୁ ନିକଟ ସେତ ଅଭାବକୁ ଦୂର

ସିମାହିନ ଆକାଶ ସେ ସିମାହିନ ସାଗର...

*************************

ଜୟ ଜଗନ୍ନାଥ....?

ODIA BHAKTI의 다른 작품

모두 보기logo