menu-iconlogo
huatong
huatong
avatar

Ei pahadare ei jharanare HQ.track PRABHAT creation

PRABHAT creationhuatong
★᭄ꦿ᭄ꦿPℛᎯℬℋᎯᏆ𝄞ℳℳ𝄞huatong
가사
기록
AEi MORA GAAN AAU GOTE MAA

࿐࿐࿐༄༄༄༄༄࿐࿐

Time.LiNE-00:09

ହେ ହେ ହେ.... ହା ହା..

ଲା ଲା ଲା ଲା

ହୋ ହୋ ହୋ...

⃝VOiCE=BABUL SUPRiYO

꧁ MUSIC.MONALiSH ꧂

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

LYRiCiST- ପ୍ରଭାତ

Time.LiNE-00:44

ହୋ ଏଇ ପାହାଡ଼ରେ ଏଇ ଝରଣାରେ

ଏଇ ପବନରେ ଲେଖା ,ତାର ନାଆଁ

ଏଇ ନଇକୁଳେ ଏଇ ଝାଉ ବଣେ

ଏଇ ତୁଟା ମଳେ ମୋର ଛଟ ଗାଆଁ

କେବେ କୃଷ୍ଣ ଚୁଡ଼ା ଫୁଲେ

ପିନ୍ଧେ ନାଲି ନାଲି ରଙ୍ଗ ଛୁଡ଼ି

କେବେ ସୋରିଷ ଫୁଲର

ସୁନା ରଙ୍ଗ ବୋଳା ଶାଢ଼ୀ

ମମତାର ମୋହକ ସେ

ଆଉ ଗୋଟିଏ ମାଆ..

ଏଇ ପାହାଡ଼ରେ ଏଇ ଝରଣାରେ

ଏଇ ପବନରେ ଲେଖା ,ତାର ନାଆଁ~

ଲେଖା ,ତାର ନାଆଁ~

⃝VOiCE=BABUL SUPRiYO

꧁ MUSIC.MONALiSH ꧂

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

LYRiCiST- ପ୍ରଭାତ

Time.LiNE-02:01

ହୋ ଝିପି ଝିପି ମେଘ ଟପି ଟିପି ପାଣି

ଢାଳଇ ବରଷା ରାଣୀ

ସେଇ ବରଷାରେ କାଗଜର ଡଙ୍ଗା

ଭଷାଏ ମୋ ପ୍ରିୟା ରାଣୀ..

꧁ MUSIC.MONALiSH ꧂

ହୋ ମିଠା ମିଠା ଲାଗେ ଛିଟା ଛିଟା ଜନ୍ହ

ତା ଫୁଲ ବଉଳ ବେଣୀ

ନୂଆ ଭାଉଜର ଲାଜ ଲାଜ ମୁହଁ

ମୁଣ୍ଡରେ ହାତେ ଓଢ଼ନି

ଏଇ କାଚ କାଚ କେନ୍ଦୁ ପାଣି

ଏଇ ନୀଳ ନୀଳ କଇଁ ଫୁଲ

ଏଇ ଅଙ୍କା ବଙ୍କା ବାଟ

ଏଇ ଚିହ୍ନା ବଣ ବିଲ୍

ନଈ ପାରି କରି ଦିଏ ନିଧିଆ ଭାଇନା

ଏଇ ପାହାଡ଼ରେ ଏଇ ଝରଣାରେ

ଏଇ ପବନରେ ଲେଖା ,ତାର ନାଆଁ

ଲେଖା ,ତାର ନାଆଁ

ତାର ନାଆଁ

⃝VOiCE=BABUL SUPRiYO

꧁ MUSIC.MONALiSH ꧂

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

LYRiCiST- ପ୍ରଭାତ

Time.LiNE-03:22

ଶିରି ଶିରି ଶୀତ ଥିରି ଥିରି ବାହା

ପବନ କାଟଇ ଗୁଢ଼ି

ଗାଧୁଆ ଠୁଥରେ ଝଙ୍କା ବରଗଛ

ଗଛରେ ଡାଳ ମଙ୍କୁଢ଼ି

꧁ MUSIC.MONALiSH ꧂

ହୋ ଚୋରି ଚୋରି ଖେଳ ବହୁ ଚୋରି

କବାଢ଼ି ଚକା ଭଉଁରି

ବାହା ଲଗନରେ ଗାଆଁ ହସୁ ଥାଏ

ବାଜିଲେ ଯୋଡ଼ି ମହୁରୀ

କେବେ ପ୍ରେମିକା ହାତରେ

ପଢ଼େ ଘର ଅଗଣାରେ ଝୁଣ୍ଟି

କେବେ ଡାକ ବାଲା ଦିଏ

ଆଣି ପର ଦେଶୀ ଚିଠି

କୁଣିଆକୁ ପାଣି ଢାଳ ଲବଙ୍ଗ ପାନ ଗୁଆ

ଏଇ ପାହାଡ଼ରେ ଏଇ ଝରଣାରେ

ଏଇ ପବନରେ ଲେଖା ,ତାର ନାଆଁ

ଲେଖା ,ତାର ନାଆଁ

ଲେଖା ,ତାର ନାଆଁ

ଲେଖା ,ତାର ନାଆଁ

{ସମାପ୍ତ}

PRABHAT creation의 다른 작품

모두 보기logo