menu-iconlogo
huatong
huatong
avatar

Jagatare Paibuni Emiti Thakura Tie

Satyajeet Pradhanhuatong
steve13564huatong
가사
기록
ଆକାଶ ପଡୁଛି ଖସି (Akasha Paduchi Khasi)

ଫାଟିଯା..ଏ ମାଟି (Fatijae Mati)

ମହୋଦଧି ବାହୁନୁଚି....~(Mahodadhi Bahunuchi)

ମଥା ପିଟି ପିଟି....(Matha Piti Piti)

ଚାରିଗୋଟି, ମେଘଙ୍କର (Charigoti Megha'nkara)

ବିକଳ ର..ଡି..(Bikala Radi)

ଲାଗେ ମହା'ପ୍ରଳୟ କି (Lage Maha Pralaya ki)

ଆସୁଛି ମା..ଡ଼ି(Asuchi Madi)

ଭକତ ନେହୁରା ହୁଏ (Bhakata Nehura Hue)

ହାତକୁ ଯୋଡ଼ି (Hataku Jodi)

ନିଏ ନାହିଁ ସିଏ ମୋର (Nie nahin Sie mora)

ମାଣିକ ପେଡ଼ି (Manika Pedi)

ତାକୁ ନ ଦେଖିଲେ (Taku Na Dekhile)

ଫୁଟିଯିବ.. ଆମ (Futijiba Ama)

ବିନି ନେତ୍ର....(Bini Netra)

ସିଏ ମୋ ଜଗନ୍ନାଥ (Sie Mo Jagannatha)

ତା ବିନୁ ଶ୍ରୀହୀନ, ସାରା ଜଗତ (Ta binu Srihina Sara Jagata)

ସିଏ ମୋ ଜଗନ୍ନାଥ~ (Sie Mo Jagannatha)

༒ ଜୟ ଜଗନ୍ନାଥ༒

ଜଗତରେ ପାଇବୁନି (Jagatare Paibuni)

ଏମିତି ଠାକୁର ଟିଏ (Emiti Thakura Tie)

ଭକତ ହାତରୁ ଯିଏ (Bhakata Hataru Jie)

ସ୍ନେହରେ ମାଗିକି ଖାଏ (Snehare Magiki Khae)

ଭକତିରେ ଦେଲେ ତାକୁ (Bhakatire dele taku)

ରାନ୍ଧିକି କାଣିଚେ ଖୁଦ~...(Randhiki Kaniche Khuda)

ସେଇ ଖୁଦ ହେଇଯାଏ (Sei Khuda heijae)

ଅବଢ଼ା ମହାପ୍ରସାଦ (Abadha Mahaprasada)

ସର୍ବବ୍ୟାପୀ, ଠାକୁର ସେ (Sarba Byapi Thakura Se)

ସବୁଠି ଥା..ଏ..(Sabuthi Thae)

ଅନ୍ୟକୁ ଯେ, ରଖେ ତାକୁ (Anya ku je, Rakhe Taku)

ମାରିବ.. କିଏ..(Mariba kie..)

ଆସୁରେ କଳାପାହାଡ଼ (Asu re Kala Pahada )

ହଜାରେ ଥର...(Hajare Thara)

ଥିବ ଏ.. ଶ୍ରୀମନ୍ଦିର (Thiba E.. Sri Mandira)

ସିଂହଦୁଆର..(Sinha Duara)

ଉଡୁଥିବ.. ସେଇ,(Uduthiba Sei)

ପତିତପାବନ ~.(Patita Pabana)

ମହାନେତ...(Mahaneta...)

ସିଏ ମୋ ଜଗନ୍ନାଥ (Sie Mo Jagannatha)

ତା ବିନୁ ଶ୍ରୀହୀନ, ସାରା ଜଗତ (Ta binu Srihina Sara Jagata)

ସିଏ ମୋ ଜଗନ୍ନାଥ~ (Sie Mo Jagannatha)

ତା ବିନୁ ଶ୍ରୀହୀନ, ସାରା ଜଗତ (Ta binu Srihina Sara Jagata)

ସିଏ ମୋ ଜଗନ୍ନାଥ (Sie Mo Jagannatha)

ତା ବିନୁ ଶ୍ରୀହୀନ, ସାରା ଜଗତ (Ta binu Srihina Sara Jagata)

ସିଏ ମୋ ଜଗନ୍ନାଥ~ (Sie Mo Jagannatha)

ତା ବିନୁ ଶ୍ରୀହୀନ, ସାରା ଜଗତ (Ta binu Srihina Sara Jagata)

ସିଏ ମୋ ଜଗନ୍ନାଥ....(Sie Mo Jagannatha)

ତା ବିନୁ, ଶ୍ରୀ...ହୀନ...~~(Ta binu Srihina)

ସାରା ଜ..ଗତ....(Sara Jagata)༒ ଜୟ ଜଗନ୍ନାଥ༒

Satyajeet Pradhan의 다른 작품

모두 보기logo