menu-iconlogo
huatong
huatong
sourav-bharadwaj-hey-jaga-by-biswajit-cover-image

Hey Jaga By Biswajit

Sourav Bharadwajhuatong
ⓑ𝐀ןŕⓐ𝕟Ꮆ𝐄𝐄huatong
가사
기록
ମୁଁ ଅନିଦ୍ରା ଆଖୁ ଚୁ ଫୁଲ ବିଛଣା ଝୁଣ୍ଟିଲା ପାଦ ମୁଁ ତୁ ଶେଷ ଠିକଣା(୨)

ମୁଁ ଲୋଭୀ ଚୁଁ ମୋ ଲୋଭ ମୁଁ ଗର୍ବୀ ତୁ ମୋ ଗର୍ବ ରାଗି ମୁଁ ତୁ ମୋ ରାଗ

ଭୋଗି ମୁଁ ତୁ ମୋ ଭୋଗ ମୋ ଦେହରୁ ଜୀବନ ଫେଡି ତୋ ଦେହରେ ଯୋଡିଦେ

ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ(୨)

ତୁ ତତେ ଗଢିଷ୍ଣୁ ପୁଣି ମତେ ଗଢିଛୁ ତତେ ଅଧା ମତେ ପୂରା କରିଛୁ

ମୁଁ ମାଗିଲେ ଦଉ ନମାଗିଲେ ବି ଦଉ ଅଛିଣ୍ଡା ବନ୍ଧନ ବାନ୍ଧିଦେଇଛୁ

ତୁ ସତ ତୁହି ମନ୍ତ୍ର ତୁ ତିଥ୍ ତ୍ରୁ ନକ୍ଷତ୍ର ଶୂନ୍ଯ ତୁ ହିଁ ତୁ ପୂର୍ଣ ବିଧୂ ତୁ ବିଧାନ

ମୁଁ ନିଶ୍ବାସି ଧାଡି ଶେଷରେ ପୁର୍ଣ୍ଣଚ୍ଛେଦଟେ ଟାଣିଦେ

ହେ ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ(୨)

ତୁ ସବୁ ଦେଖୁଛୁ ହେଲେ କିଛି କହୁନୁ ନିଜେ ବସି ମତେ ବାଟ କଢଉଛୁ

ତୁ ମନ୍ଦିରେ ଥାଉ ପୁଣି ମନରେ ଥାଉ ମାୟାର ଖେଳରେ ଜିତିଚାଲିଛୁ

ତୁ ବିନ୍ଦୁ ତୁ ହିଁ ବୃତ୍ତ ତୁ ସ୍ବପ୍ନ ତୁ ହି ସତ ଲେଖା ତୁ ତୋ ଲେଖକ ଜାତି ତୁ ତୋ ଜାତକ

ମୋ ହାତରୁ ଆୟୁଷ ଗାର ତୋ ହାତରେ ପୋଛିଦେ

ଜଗା ତୋ କଳା ଅନ୍ଧାରରେ ମତେ ମିଶେଇଦେ(୨)

Sourav Bharadwaj의 다른 작품

모두 보기logo