menu-iconlogo
huatong
huatong
sourin-bhattpragnya-mate-ishq-hela-re---title-track-cover-image

Mate Ishq Hela Re - Title Track

Sourin Bhatt/Pragnyahuatong
mobevj2002huatong
가사
기록
ତୋ mind-blowing style ମୋତେ फ़िदा କଲା ରେ

Beautiful gift ମୋତେ ख़ुदा ଦେଲା ରେ

ତୋ mind-blowing style ମୋତେ फ़िदा କଲା ରେ

Beautiful gift ମୋତେ ख़ुदा ଦେଲା ରେ

ଚୋରି-ଚୋରି heart ମୋର...

ଚୋରି-ଚୋରି heart ମୋର ଚୋରିହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़-इश्क़-इश्क़...

ମୋତେ इश्क़ ହେଲା ରେ

ତୋ mind-blowing style ମୋତେ फ़िदा କଲା ରେ

ସୁଖା-ସୁଖା life କୁ ମୋର ଓଦା କଲା ରେ

ତୋ mind-blowing style ମୋତେ फ़िदा କଲା ରେ

ସୁଖା-ସୁଖା life କୁ ମୋର ଓଦା କଲା ରେ

ଚୋରି-ଚୋରି heart ମୋର...

ଚୋରି-ଚୋରି heart ମୋର ଚୋରିହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़-इश्क़-इश्क़...

ମୋତେ इश्क़ ହେଲା ରେ

ମୋତେ इश्क़-इश्क़-इश्क़...

ମୋତେ इश्क़ ହେଲା ରେ

इश्क़ ବାଲା love ତୋର ଛୁଇଁଲା ମୋ ଛାତିକୁ

Full-moon କରିଦେଲା ମୋର ସବୁ ରାତିକୁ

प्यार ଭରା କଥା ତୋର ଚୋରିକଲା ମନକୁ

Colourful କରିଦେଲା ମୋର ସବୁ ଦିନକୁ

ତୋ awesome ଵାଲା ଚେହେରା ମୋତେ mad କଲା ରେ

Honey-honey flavour କିଛି add କଲା ରେ

ହଉ-ହଉ ଦିଲ୍ ଦିୱାନା...

ହଉ-ହଉ ଦିଲ୍ ଦିୱାନା ହେଇଗଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़-इश्क़-इश्क़...

ମୋତେ इश्क़ ହେଲା ରେ

ମୋତେ इश्क़-इश्क़-इश्क़...

ମୋତେ इश्क़ ହେଲା ରେ

Garden-garden କରିଦେଲୁ ଆଜି ମୋର ଦୁନିଆଁ

Don′t know ତୋ ପ୍ରେମରେ ଅଛି କଉ କିମିଆଁ

ହଁ, sweet ବାଲା dream ଆଣି ବୁଣିଦେଲୁ ଆଖିରେ

Chewing gum ପରି ଆସି ଲାଖିଗଲୁ ଛାତିରେ

ତୋ naughty-naughty नज़र ମୋତେ crazy କଲା ରେ

ତୋ body ରେ ମୋ body ଯେବେ ବାଜିଗଲା ରେ

Daily daily ଦିଲ୍ ମୋର...

Daily daily ଦିଲ୍ ମୋର feel କଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़-इश्क़-इश्क़...

ମୋତେ इश्क़ ହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़-इश्क़-इश्क़...

इश्क़ ହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़ ହେଲା ରେ

ମୋତେ इश्क़-इश्क़-इश्क़...

ମୋତେ इश्क़ ହେଲା ରେ

Sourin Bhatt/Pragnya의 다른 작품

모두 보기logo