menu-iconlogo
huatong
huatong
avatar

Dekh Bhai Mote Dekh

Abhijit Majumdarhuatong
michelle.prochaskahuatong
Lirik
Rakaman
ଆଇଲା ରେ, ଆଇଲା, ଆଇଲା, ଆଇଲା, ଆଇଲା

ବନ୍ଦେ ମାତରଂ

ବନ୍ଦେ ମାତରଂ

ବନ୍ଦେ ମାତରଂ

ବନ୍ଦେ ମାତରଂ

ହେ, ଦେଖ୍ ଭାଇ ମତେ ଦେଖ୍

ମୋ ସାଥେ କର୍ handshake

ହେ, ଦେଖ୍ ଭାଇ ମତେ ଦେଖ୍

ମୋ ସାଥେ କର୍ handshake

ମୁଁ dancer number one

ସାରା ଓଡ଼ିଶା ମୋର fan

ଅଛି ଭାଇ full ଦମ୍

କଉଥିରେ ନାହିଁ କମ୍

ମିଳିଛି ମତେ ଆଜି ରେ

ଦେଖ୍ ଭାଇ ମତେ ଦେଖ୍

ହେ, ମୋ ସାଥେ କର୍ handshake

ଆରେ, ଦେଖ୍ ଭାଇ ମତେ ଦେଖ୍

ମୋ ସାଥେ କର୍ handshake (ଆରେ ଆ ନା यार)

Dream-land ମୋ ଓଡ଼ିଶା

ମୋ ସଂସ୍କୃତି ମୋ ଭାଷା, ହା-ହା

ଆରେ, ତିରଙ୍ଗା ମୋ ଉଡୁଥାଏ

ଭାରତମାତା ଜୟ-ଜୟ

ଭାରତ ମାତା କି ଜୟ

କେହିଯଦି ନିନ୍ଦା କରେ face to face

World ର number one କରିଦେବି ଶେଷ

ରଖିବି ମାଆର ମନ (ହୋ-ଓ-ଓ)

ତା ପାଖେ କରିଛି ପଣ (ହୋ-ଓ-ଓ)

ରଖିବି ମାଆର ମନ

ତା ପାଖେ କରିଛି ପଣ

ନଇଁବ ନାହିଁ କେବେ neck

ଦେଖ୍ ଭାଇ ମତେ ଦେଖ୍

ହା-ହା, ମୋ ସାଥେ କର୍ handshake

ଆରେ, ଆରେ, ଦେଖ୍ ଭାଇ ମତେ ଦେଖ୍

ହେ, ମୋ ସାଥେ କର୍ handshake

(ଆରେ ଆ ନା ଭାଇ)

Whole world ର centre

ଜଗନ୍ନାଥ ଦେଶ ମୋ

ସେଇ ମୋର director

ହଁ-ହଁ, ମୁଁ ତାର actor, ହା-ହା

Superfine direction, no tension

କେହି ନୁହେଁ କିଛି ଏଠି, ସିଏ ଏକା Don

ମୋର ଦେଶ, ମୋର ଜାତି (ହୋ-ଓ-ଓ)

ସୁଖ, ଦୁଃଖ fifty-fifty (ହୋ-ଓ-ଓ)

ମୋର ଦେଶ, ମୋର ଜାତି

ସୁଖ, ଦୁଃଖ, fifty-fifty

Ok ହେଲା one take

ଦେଖ୍ ଭାଇ ମତେ ଦେଖ୍

ହେ, ମୋ ସାଥେ କର୍ handshake (ଆରେ ଆସୁନୁ)

ଦେଖ୍ ଭାଇ ମତେ ଦେଖ୍, ହା-ହା

ମୋ ସାଥେ କର୍ handshake (अरे यार)

Lebih Daripada Abhijit Majumdar

Lihat semualogo
Dekh Bhai Mote Dekh oleh Abhijit Majumdar - Lirik dan Liputan