menu-iconlogo
huatong
huatong
aseema-panda-kichi-luha-jharithila-cover-image

Kichi Luha Jharithila

Aseema Pandahuatong
safrida1066huatong
Lirik
Rakaman
କିଛି ଲୁହ ଝରିଥିଲା ଖୁସିରେ

ତତେ ପାଇଗଲା ପରେ

ବାକି ଲୁହ ଝରେ ଆଜି ଦୁଃଖରେ

ତୁ ଚାଲିଗଲା ପରେ

କିଛି ଲୁହ ଝରିଥିଲା ଖୁସିରେ

ତତେ ପାଇଗଲା ପରେ

ବାକି ଲୁହ ଝରେ ଆଜି ଦୁଃଖରେ

ତୁ ଚାଲିଗଲା ପରେ

ନୀରବ ରହିଛି ହୃଦୟ ତମର

ନିଗାଡ଼ି ଦଉଛି ଆଖିଲୁହ ମୋର

ତତେ ମୁଁ ଦେଖୁଛି ଖାଲି ସେ ଲୁହ ଭିତରେ

କିଛି ଲୁହ ଝରିଥିଲା ଖୁସିରେ

ତତେ ପାଇଗଲା ପରେ

ବାକି ଲୁହ ଝରେ ଆଜି ଦୁଃଖରେ

ତୁ ଚାଲିଗଲା ପରେ

ଫେରିବୁ କି ନାହିଁ ଜାଣେନି ରେ ତୁ

ତଥାପି ରହିବି ଚାହିଁ ଜୀବନ ସାରା

ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ

କେମିତି ଦବୁ ଯେ ଆଉ କାହାକୁ ଧରା

ହଁ, ଫେରିବୁ କି ନାହିଁ ଜାଣେନି ରେ ତୁ

ତଥାପି ରହିବି ଚାହିଁ ଜୀବନ ସାରା

ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ

କେମିତି ଦବୁ ଯେ ଆଉ କାହାକୁ ଧରା

ଇଛା ମୋ ହଉଛି ନିଘୋଡ଼ ନିଦରେ

ସବୁଦିନ ପାଇଁ ଶୋଇଯାଆନ୍ତି ରେ

ତତେରେ ଅପେକ୍ଷା କରି ସବୁ ଜନମରେ

କିଛି ଲୁହ ଝରିଥିଲା ଖୁସିରେ

ତତେ ପାଇଗଲା ପରେ

ବାକି ଲୁହ ଝରେ ଆଜି ଦୁଃଖରେ

ତୁ ଚାଲିଗଲା ପରେ

ଫେରି ଯଦି ହୁଏ ସେ ପିଲା ଦିନକୁ

ଦୂରେଇ ରୁହନ୍ତି ମୁଁ ପ୍ରେମଠାରୁ

ନିଜକୁ ଆଉ ଥରେ ଗଢ଼ି ମୁଁ ତୋଳନ୍ତି

ଜୀବନରେ ପ୍ରେମ ନ କରିବାକୁ

ହୋ, ଫେରି ଯଦି ହୁଏ ସେ ପିଲା ଦିନକୁ

ଦୂରେଇ ରୁହନ୍ତି ମୁଁ ପ୍ରେମଠାରୁ

ନିଜକୁ ଆଉ ଥରେ ଗଢ଼ି ମୁଁ ତୋଳନ୍ତି

ଜୀବନରେ ପ୍ରେମ ନ କରିବାକୁ

ନିରୀହ ପ୍ରାଣରେ ନିଃଶ୍ୱାସର ଭାର

ଚାପି-ଚାପି ନିଏ ଜୀବନକୁ ମୋର

ତୋ ପ୍ରେମ ବଞ୍ଚିବାକୁ ଦେଲାନି ଶାନ୍ତିରେ

କିଛି ଲୁହ ଝରିଥିଲା ଖୁସିରେ

ତତେ ପାଇଗଲା ପରେ

ବାକି ଲୁହ ଝରେ ଆଜି ଦୁଃଖରେ

ତୁ ଚାଲିଗଲା ପରେ

Lebih Daripada Aseema Panda

Lihat semualogo

Anda Mungkin Suka