menu-iconlogo
huatong
huatong
Lirik
Rakaman
ତୋତେ ଖାଲି ଦେଖିବାକୁ ଆଖି ମାଗେ मंजूरी

ସ୍ବପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ

ତୋତେ ଖାଲି ଦେଖିବାକୁ ଆଖି ମାଗେ मंजूरी

ସ୍ଵପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ

ମନ ସାରା ମହକେ ତୋ ପ୍ରେମ କସ୍ତୁରୀ

ସନ୍-ସନ୍-ସା-ନା-ନା-ନା शायरी ତୁ

ସର୍-ସର୍, ସରଗମ୍ बाँसुरी

ସନ୍-ସନ୍-ସା-ନା-ନା-ନା शायरी ତୁ

ସର୍-ସର୍, ସରଗମ୍ बाँसुरी

सुरमयी ଆଖି ତୋର କଲା କିମିଆଁ

ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା

नन्हा, मुन्ना ତୋ ହୃଦୟ ଏତେ ପାଗଳ

କିଣିନେଲା ମୋର ସଂଜ ସକାଳ

ତୋତେ ଖାଲି ପ୍ରେମ ଟିକେ ମୁଁ ମାଗେ ଉଧାରି

ଋତୁପର୍ଣ୍ଣା ରାଣୀ ତୁ ଲୋ, ମୋ ମନ-ମୟୂରି

ଛୁଇଁ ଦେଲେ ପବନରେ ବାଜେ ମହୁରୀ

ସନ୍-ସନ୍-ସା-ନା-ନା-ନା शायरी ତୁ

ସର୍-ସର୍, ସରଗମ୍ बाँसुरी

ସନ୍-ସନ୍-ସା-ନା-ନା-ନା शायरी ତୁ

ସର୍-ସର୍, ସର-ଗମ୍ बाँसुरी

ଏମିତି ତୁ ରହିଗଲୁ ଆଖି ପଲକେ

ସାତରଙ୍ଗୀ ସମୟଟା ଅଟକେ

ଓ, ସୁନା ରଙ୍ଗି ତୋ ଚେହେରା, ସୁନା ପାତିଆ

ଝଲସେଇ ଦେଲା ମୋର ଦୁନିଆ

ଲାଗୁ କାଇଁ ମୋ ପାଇଁକି ତୁ ଏତେ जरूरी?

ରହିଯିବ ଜୀବନଟା ତୋ ବିନା अधूरी

ତୋ ପ୍ରେମରେ ମନ ମୋର ଯାଏ ବାହାରି

ସନ୍-ସନ୍-ସା-ନା-ନା-ନା शायरी ତୁ

ସର୍-ସର୍, ସରଗମ୍ बाँसुरी

ସନ୍-ସନ୍-ସା-ନା-ନା-ନା शायरी ତୁ

ସର୍-ସର୍, ସରଗମ୍ बाँसुरी

ସନ୍-ସନ୍-ସା-ନା-ନା-ନା शायरी ତୁ

ସର୍-ସର୍, ସରଗମ୍ बाँसुरी

ସନ୍-ସନ୍-ସା-ନା-ନା-ନା (ସନ୍-ସନ୍-ସା-ନା-ନା-ନା)

Lebih Daripada Babushaan Mohanty/Ananya Sritam Nanda

Lihat semualogo