menu-iconlogo
huatong
huatong
ira-mohantymantu-chhuria-khauchi-ranare-dhana-cover-image

Khauchi Ranare Dhana

Ira Mohanty/Mantu Chhuriahuatong
neur22huatong
Lirik
Rakaman
ହାଏରେ, ମୋ ଚହଟ ମଲ୍ଲି

ହାଏରେ, ମୋ କୁଆଁରୀ କଲି

ଦେଖା ହେଲା ପରେ ମଲ୍ଲି ଲୋ ହୋସ ଉଡ଼େଇ ଦେଲି

ଦେଖା ହେଲା ପରେ ମଲ୍ଲି ଲୋ ହୋସ ଉଡ଼େଇ ଦେଲି

ମତେ ଛାଡ଼ି ଯିବୁନି ମୋ ସୁନାରି ପତୁରି ପାନ

ଖାଇଦେ ଖାଇଦେ ମୋ ରାଣ ରେ ଧନ

ଖାଇଦେ ଖାଇଦେ ମୋ ରାଣ ରେ ଧନ

ହାଏଗୋ, ମୋ ଉଦିଆ ତରା

ହାଏଗୋ, ମୋ ସୁଖ ପସରା

ଭଲ ପାଇଛେ ତତେ ରେ, ମନ ଦେଇଛେ ତତେ

ଭଲ ପାଇଛେ ତତେ ରେ, ମନ ଦେଇଛେ ତତେ

ତତେ ଛାଡ଼ି ଯିବିନି ମୁଁ, ସୁନାରେ ଗଲା ରତନ

ଖାଉଛେ ଖାଉଛେ ତୋ ରାଣ ରେ ଧନ

ଖାଉଛେ ଖାଉଛେ ତୋ ରାଣ ରେ ଧନ

ତୋ ନୂଆ ବେଶ, ପୁଚୁକି ହସ

ଦିଲ୍ ହେଲା ଘାଇଲା ଲୋ ସୁନ୍ଦରୀ ମଧୁବାଲା

ଆରେ, ତୋ ବୟସ, କୁଆଁର ହସ

ଛାତିରେ ଛୁରୀ ମାଇଲା ରେ ମୋ ଦିଲବାଲା

ହାଁ, ତୋ ନୂଆ ବେଶ, ପୁଚୁକି ହସ

ଦିଲ୍ ହେଲା ଘାଇଲା ଲୋ ସୁନ୍ଦରୀ ମଧୁବାଲା

ଆରେ-ରେରେ, ତୋ ବୟସ, କୁଆଁର ହସ

ଛାତିରେ ଛୁରୀ ମାଇଲା ରେ ମୋ ଦିଲବାଲା

ଝାଏଁ ମାରିଥିଲା ମତେ ରେ, କିଏ ଗଢ଼ିଥିଲା ତତେ?

ଝାଏଁ ମାରିଥିଲା ମୋତେ ରେ, କିଏ ଗଢ଼ିଥିଲା ତତେ?

ମତେ ଛାଡ଼ି ଯିବୁନି ମୋ ସୁନାରି ପତୁରି ପାନ

ଖାଇଦେ ଖାଇଦେ ମୋ ରାଣ ରେ ଧନ

ଖାଇଦେ ଖାଇଦେ ମୋ ରାଣ ଲୋ ଧନ

ଖାଉଛେ ଖାଉଛେ ତୋ ରାଣ ରେ ଧନ

ଖାଉଛେ ଖାଉଛେ ତୋ ରାଣ ରେ ଧନ, ମୋ ଧନ

ସହରି ବାବୁ କରିଛୁ କାବୁ

କାହିଁକି ଏମିତି ହଉ? ତୋ କଥାରୁ ଝରୁଛି ମହୁ

ତୋ ଜୁରା ବେଣୀ, ହାଏରେ ନନୀ

ହଲାନା ଏମିତି ଆଉ ଲୋ, ଥାଉ ଲୋ ସେତିକି ଥାଉ

ହେ, ସହରି ବାବୁ କରିଛୁ କାବୁ

କାହିଁକି ଏମିତି ହଉ? ତୋ କଥାରୁ ଝରୁଛି ମହୁ

ତୋ ଜୁରା ବେଣୀ, ହାଏରେ ନନୀ

ହଲାନା ଏମିତି ଆଉ ଲୋ, ଥାଉ ଲୋ ସେତିକି ଥାଉ

सताना ଆଉ ତୁ ମୋତେ ରେ, ଭଲ ତୁ ଲାଗୁଛୁ କେତେ

ନା-ନା, सताना ଆଉ ମୋତେ ରେ, ଭଲ ତୁ ଲାଗୁଛୁ କେତେ

ତତେ ଛାଡ଼ି ଯିବିନି ମୁଁ ସୁନାରେ ଗଲା ରତନ

ଖାଉଛି ଖାଉଛି ତୋ ରାଣ ରେ ଧନ

ଖାଉଛି ଖାଉଛି ତୋ ରାଣ ରେ ଧନ

ଖାଇଦେ ଖାଇଦେ ମୋ ରାଣ ରେ ଧନ

ଖାଇଦେ ଖାଇଦେ ମୋ ରାଣ ରେ ଧନ

ହାଏଗୋ, ମୋ ଉଦିଆ ତରା

ହାଏରେ, ମୋ ଚହଟ ମଲ୍ଲି

ହାଏଗୋ, ମୋ ଉଦିଆ ତରା

ହାଏରେ, ମୋ କୁଆଁରୀ କଲି ଲୋ

Lebih Daripada Ira Mohanty/Mantu Chhuria

Lihat semualogo