menu-iconlogo
huatong
huatong
avatar

To Agaru Asi Nahin

Kumar Bapihuatong
sirnihilhuatong
Lirik
Rakaman
ତୋ ଆଗରୁ ଆସିନାହିଁ ଏ ଜୀବନେ କେହି

ତୋ ଆଗରୁ ଆସିନାହିଁ ଏ ଜୀବନେ କେହି

ହାଁ ତୋ ପରେ ତୁ ଆଉ କେହି ନାହିଁ

ତୋ ପରେ ତୁ ଆଉ କେହି ନାହିଁ

ତୋ ଆଗରୁ ଛୁଇଁ ନାହିଁ କେହି ମୋରି ଛାଇ

ତୋ ଆଗରୁ ଛୁଇଁ ନାହିଁ କେହି ମୋରି ଛାଇ

ହାଁ ତୋ ପରେ ତୁ ଆଉ କେହି ନାହିଁ

ହାଁ ତୋ ପରେ ତୁ ଆଉ କେହି ନାହିଁ

ହେ ଏ ଆହା ହା ହା

ହୋ ଓ ଲା ଲା ଲା

ହୁଁ ଆହା ହା ହା

ଇନ୍ଦ୍ରଧନୁରୁ ଆଣିବି ମୁଁ ରଙ୍ଗ

ତତେ ସଜେଇବା ପାଇଁ

ଖାଲି ଟିକେ ପ୍ରେମ ରଙ୍ଗ ଦେଇ ଦିଅ

ଆଉ କିଛି ଲୋଡ଼ା ନାହିଁ

ଆକାଶ ଛାତିରେ ଦୋଳି ଲଗେଇବି

ତତେ ଝୁଲେଇବା ପାଇଁ

ତୁମ ପ୍ରେମ ଝୁଲଣା ରୁ ଉଠିବାକୁ

ମୋର ବେଳ ଆଉ କାହିଁ

ତୋ ଆଗରୁ ଆସିନାହିଁ ମୋ ସପନେ କେହି

ହାଁ ତୋ ପରେ ତୁ ଆଉ କେହି ନାହିଁ

ହାଁ ତୋ ପରେ ତୁ ଆଉ କେହି ନାହିଁ

ବିଶ୍ୱାସରେ ତତେ ବସେଇ ଦେଇଛି

ନିଶ୍ୱାସରେ ରଖିବାକୁ

ମରିଗଲା ପରେ ଆଖି ମୁଁ ଖୋଲିବି

ତୋତେ ଟିକେ ଦେଖିବାକୁ

ହୋ ଶାମୁକା ରୁ ତୋତେ ସାଉଁଟି ଆଣିଛି

ତୁ ଏମିତିକା ମୋତି

ମାନୁଛି ଏ କଥା ପ୍ରଥମଥର ମୁଁ

ସରଗ ଯାଇଛି ଜିତି

ତୋ ଆଗରୁ ଚାଲିନାହିଁ ମୋ ବାଟରେ କେହି

ହାଁ ତୋ ପରେ ତୁ ଆଉ କେହି ନାହିଁ

ହାଁ ତୋ ପରେ ତୁ ଆଉ କେହି ନାହିଁ

Lebih Daripada Kumar Bapi

Lihat semualogo