menu-iconlogo
huatong
huatong
namita-agrawal-peg-badhei-de-odia-clean-trackpapu-pom-pom-cover-image

Peg Badhei De Odia Clean Track(Papu Pom Pom)

Namita Agrawalhuatong
༺❂🎸𝑩𝑨𝑫𝑨𝑳🎸❂༻꧁𝙱𝙼𝙲꧂huatong
Lirik
Rakaman
UPLOADING BY :-

༺BADAL༻꧁B.M.C꧂

༺BADAL MUSIC CARE༻

ROOM ID:-470457,

ନିଶା ନିଶା ନିଶା

ନିଶା ନିଶା ନିଶା

ନିଶା ନିଶା ନିଶା

ନିଶା ନିଶା ନିଶା ହଁ

:

ନିଶା ନିଶା ରାତି,ମୁଁ ମୋ ସାଥି

ବୋତଲ ସରି ବନି ଆଜି,ସାରା ରାତି ପାର୍ଟି

ଚଖାନା ବାଖନା ରେଡ୍ଡୀ

ଚିକେନ କଷା ବାକି

ଶୋଡା ସବୁ ଆଣି ଦେଇଛି,ଖଟିଟା ହବା ବାକି

ଘଷିଦେ ଆଜି ଘଷିଦେ,ମୋ card ଘଷିଦେ ଏ...

ପେଗ୍ ବଢେଇ ଦେ

ପେଗ୍ ବଢେଇ ଦେ

ପେଗ୍ ବଢେଇ ଦେ

ସାଙ୍ଗ ଟିକେ ପେଗ୍ ବଢେଇ ଦେ

ପେଗ୍ ବଢେଇ ଦେ

ସାଙ୍ଗ ପେଗ୍ ବଢେଇ ଦେ ଦେ ଦେ....

Lyrics Written By:-

༺ALOK༻{P.N.M}

༺BADAL MUSIC CARE༻

ROOM ID:-470457,

Rum କାଟିବ gum

ଆରେ ଲେମ୍ବୁ ଟିକେ ଦେଇ ପାଣି ମିସେଇବୁ କମ୍

(CORUS)

Rum କାଟିବ gum ,

ଆରେ ଲେମ୍ବୁ ଟିକେ ଦେଇ ପାଣି ମିସେଇବୁ କମ୍

କମ୍ ହେଇଯିବ gum

ଆରେ Tension ଭୁଲି ଜାରେ,ବାକି ସବୁ ଭୋଲେ ବମ୍

ଯେତେ କିଳା ସବୁ ଫୁଙ୍କି ଆଜି ଉଡେଇ ଦେ ଏ....

ପେଗ୍ ବଢେଇ ଦେ

ପେଗ୍ ବଢେଇ ଦେ

ପେଗ୍ ବଢେଇ ଦେ

ସାଙ୍ଗ ଟିକେ ପେଗ୍ ବଢେଇ ଦେ

ପେଗ୍ ବଢେଇ ଦେ

ଦଉନୁ ପେଗ୍ ବଢେଇ ଦେ

Lyrics Written By:-

༺ALOK༻{P.N.M}

༺BADAL MUSIC CARE༻

ROOM ID:-470457,

ଭୁଲେଇ ଦେ ଭୁଲେଇ ଦେ

ସବକିଛି ଭୁଲେଇ ଦେ

Tnson ଫେନ୍ସନ୍ ସବୁ ଛାଡ଼ି Moment ଟା ସାଙ୍ଗ ବଞ୍ଚି ଦେ

(CORAS)

ଭୁଲେଇ ଦେ ଭୁଲେଇ ଦେ

ସବକିଛି ଭୁଲେଇ ଦେ

Tnson ଫେନ୍ସନ୍ ସବୁ ଛାଡ଼ି Moment ଟା ସାଙ୍ଗ ବଞ୍ଚି ଦେ

କଲେଜ ପ୍ରେସର job tenson ସବୁ ଉଡେଇ ଦେ....

ପେଗ୍ ବଢେଇ ଦେ

ପେଗ୍ ବଢେଇ ଦେ

ପେଗ୍ ବଢେଇ ଦେ

ସାଙ୍ଗ ଟିକେ ପେଗ୍ ବଢେଇ ଦେ

ଇଆଡେ ବଢ଼େଇ ଦେ

ସାଙ୍ଗ ଟିକେପେଗ୍ ବଢେଇ ଦେ

(Thank You )

Lebih Daripada Namita Agrawal

Lihat semualogo