menu-iconlogo
huatong
huatong
odia-bhajan-track-udila-nalia-neta-odia-bhajan-by-laxman-mohanty-cover-image

UDILA NALIA NETA ODIA BHAJAN BY LAXMAN MOHANTY

Odia bhajan trackhuatong
LB🎵MUSICAL🎶🎻ଓଡ଼ିଆ🎉huatong
Lirik
Rakaman
(CHORUS)

ଉଡ଼ିଲା ନାଲିଆ ନେତ.....4

ବଜା କାହାଳିଆ କାହାଳୀ ବଜାରେ (2)

ଆଜି ତୋ ଚଇତି ଯାତ...

(CHORUS)

????????

(CHORUS)

JAGANNTH?PREMI??

ROOM ID - 171653

TIME - 9.00PM

କାଳିଶି ମଥାରେ ସିନ୍ଦୁର କଲି

ଅଣ୍ଟାକୁ ହଲେଇ ନାଚେ ଝୁଲି ଝୁଲି...

??????????

କାଳିଶି ମଥାରେ ସିନ୍ଦୁର କଲି

ଅଣ୍ଟାକୁ ହଲେଇ ନାଚେ ଝୁଲି ଝୁଲି...

ଭକତ ଦୁଃଖକୁ ବୁଝିବ ବୋଲି

ତାରିଣୀ ମା ମୋ ହସେ ଖିଲି ଖିଲି

ଆଗରେ ପଛରେ ଭକ୍ତ (4)

ନଡ଼ିଆ ବାଡ଼େଇ ଥକି ଯାଉନାହିଁ(2)

ଦେହୁରୀ ଭାଇର ହାତ...

(CHORUS)

????????

(CHORUS)

Song upload by laxman

Request by JAGANNATH PREMI ଭକ୍ତ ବୃନ୍ଦ

??JAGANNTH?PREMI??

ଘଟ ଗାଁ ସାଜିଛି ସୁନାର ସରଗ

ମାଆର ମହିମା ଆହା କି ଅପାର

????????????

ଘଟ ଗାଁ ସାଜିଛି ସୁନାର ସରଗ

ମାଆର ମହିମା ଆହା କି ଅପାର

ରାଜା କି ପରଜା କି ଧନୀ ଗରିବ

ମାଆ ମୋ ଲେଖୁଚି ସଭିଙ୍କର ଭାଗ୍ଯ

ଜୀବନ ମାଟିର ଘଟ(4)

ଘୋର କଳିକାଳ ସବୁ ମିଛ ମାୟା (2)

ତାରିଣୀ ମହିମା ସତ....

(CHORUS)

ବଜା କାହାଳିଆ କାହାଳୀ ବଜାରେ (2)

ଆଜି ତୋ ଚଇତି ଯାତ...

(CHORUS)

Lebih Daripada Odia bhajan track

Lihat semualogo