menu-iconlogo
huatong
huatong
avatar

Radha pacharile kahare murali...Odia bhajan

PRASANT-HAL-ODISHAhuatong
62106609599huatong
Lirik
Rakaman
ରାଧା ପଚାରିଲେ କହରେ ମୁରଲୀ

ମୋ ନାମ କାହିଁକି ଗାଉ..

ମୋ ନାମ କାହିଁକି ଗାଉ

ରାଧା ପଚାରିଲେ କହରେ ମୁରଲୀ

ମୋ ନାମ କାହିଁକି ଗାଉ..

ମୋ ନାମ କାହିଁକି ଗାଉ

ଗୋପ ନଗରୀରେ..

ଗୋପ ନଗରୀ..ରେ

ଗୋପ ନଗରୀରେ ସୁନ୍ଦରୀ ପଣରେ

ଏତେ ନାରୀ ଥାଉ ଥାଉ

ମୋ ନାମ କାହିଁକି ଗାଉ ରେ ମୁରଲୀ

ମୋ ନାମ କାହିଁକି ଗାଉ..

ମୋ ନାମ କାହିଁକି ଗାଉ

ମୁରଲୀ କହୁଛି ଶୁଣଗୋ ରାଧିକା--୨

ଦୁନିଆରେ ଏକା ରାଧା ପରି ରାଧା

ମୁରଲୀ କହୁଛି ଶୁଣଗୋ ରାଧିକା

ରାଧା ବିନା ଶ୍ୟାମ ଲାଗେ ଏକା ଏକା

ତାପାଇଁ କଦମ୍ବ ଫୁଲ ତାପାଇଁ ଯମୁନା ଜଳ--୨

ତାପାଇଁ କେଳିକୁଞ୍ଜ କୋଇଲି କୁହୁ

ମୋ ନାମ କାହିଁକି ଗାଉ ରେ ମୁରଲୀ

ମୋ ନାମ କାହିଁକି ଗାଉ..

ମୋ ନାମ କାହିଁକି ଗାଉ

କନ୍ହେଇ ପ୍ରେମରେ ଗୋପୀଏ ପାଗଳ--୨

ରାଧିକା ପାଇଁକି କନ୍ହେଇ ପାଗଳ

ରାଧିକା ପ୍ରେମତ ଏମିତି ସାଗର

ସେ ପ୍ରେମରେ ବନ୍ଧା ଏ ସାରା ସଂସାର

ରାଧା ପ୍ରେମ ମହାଭାବ ରାଧା ପ୍ରେମ କେ ବୁଝିବ--୨

ରାଧା ପ୍ରେମ ପରି ପ୍ରେମ ନାହିଁରେ ଆଉ

ମୋ ନାମ କାହିଁକି ଗାଉ ରେ ମୁରଲୀ

ମୋ ନାମ କାହିଁକି ଗାଉ..

ମୋ ନାମ କାହିଁକି ଗାଉ

ରାଧା ପଚାରିଲେ କହରେ ମୁରଲୀ

ମୋ ନାମ କାହିଁକି ଗାଉ..

ମୋ ନାମ କାହିଁକି ଗାଉ

ଗୋପ ନଗରୀରେ..

ଗୋପ ନଗରୀରେ ସୁନ୍ଦରୀ ପଣରେ

ଏତେ ନାରୀ ଥାଉ ଥାଉ

ମୋ ନାମ କାହିଁକି ଗାଉ ରେ ମୁରଲୀ

ମୋ ନାମ କାହିଁକି ଗାଉ..

ମୋ ନାମ କାହିଁକି ଗାଉ

ମୋ ନାମ କାହିଁକି ଗାଉ..

ମୋ ନାମ କାହିଁକି ଗାଉ

Lebih Daripada PRASANT-HAL-ODISHA

Lihat semualogo