Song : Bhala Paigalire Tate...
Singers :Sabisesh & Diptirekha
MOVIE : Tu Mo Love story 2
UℙℒᎾᎯⅅℰⅅ ℬᎽ 💻💻💻
ᏦUℳᎯℛ-ᎫᎯᎽᎯℕᏆᎯ 🌟💘⭐
M:-ତୁ~ ବୁଣି ହୋଇଗଲୁ ମୋ ବାଟସାରା~
ମୁଁ ସାଉଁଟି ଚାଲୁଚି ତତେ..
Ꮶ Ꭻ : ℋℚ 98% ℳUЅℐℂ
F:-ତୁ~ବୁଣି ହୋଇଗଲୁ ମୋ ହାତଶାରା ~
ମୁଁ ମେହେଦୀ କରୀଛି ତତେ ~
Ꮶ Ꭻ : ℋℚ 98% ℳUЅℐℂ
M:- ଏମିତି ତୁ ମହକି ଗଲୁ
ଏମିତି ତୁ ଚହଟି ଗଲୁ
ଏମିତି ତୁ ଚମକ ଦେଲୁ~
Ꮶ Ꭻ : ℋℚ 98% ℳUЅℐℂ
ମୁଁ ଭଲ ପାଇ ଗଲିରେ ତତେ ~
F:-ତୁ ବୁଣି ହେଇଗଲୁ ମୋ ହାତଶାର ~
ମୁଁ ମେହେଦୀ କରିଛି ତତେ …..(2)
Ꮶ Ꭻ : ℋℚ 98% ℳUЅℐℂ
ᎫᎯᎽᎯℕᏆᎯ ℳᎾЅᏆℐ ℂℒUℬ
ℛᎾᎾℳ ℐ'ⅅ :152836
M:- ନା ମୁଁ ଥିଲି ଭାବି..
ନା ତୁ ଥିଲୁ ଭାବି..
ଏତେ ସୁନ୍ଦର ଏ ପ୍ରେମ ପୃଥିବୀ ~
F:-ନା ମୁଁ ଥିଲି ଜାଣି..
ନା ତୁ ଥିଲୁ ଜାଣି..
ପ୍ରେମରେ ମନ ଟା ଲାଗେ ସରାବି
M:-ଏମିତି ତୁ ବରଷି ଗଲୁ
ଏମିତି ତୁ ଭରଷା ଦେଲୁ
ଏମିତି ତୁ.. ଇସାରା ଦେଲୁ...
Ꮶ Ꭻ : ℋℚ 98% ℳUЅℐℂ
ମୁଁ ଭଲପାଇ ଗଲିରେ ତତେ
F:-ତୁ ବୁଣି ହୋଇଗଲୁ ମୋ ଆଖି ସାରା
ମୁଁ ସପନ ଦେଖୁଚି ତତେ …….(2)
M:- ହେଏ.. ହେଏ..
ଆ ହାହା..ଓହୋହୋ.., ହୋଓ..ଓ...
Ꮶ Ꭻ : ℋℚ 98% ℳUЅℐℂ
Follow me
F:- ନା ମୁଁ ଡାକିଥିଲି
ନା ତୁ ଡାକିଥିଲୁ
ଦୁହେଁ ଚାଇଁ ଦେଲେ ପଛକୁ ଫେରି...
M:- ହାଁ..ନା ମୁଁ କହୁଥିଲି
ନା ତୁ କହୁଥିଲୁ
ଦୁହିଁ କୁ ଶୁଭିଲା ଏକା ସାୟରି..
F:- ହାଁ..ଏମିତି ତୁ ରଙ୍ଗେଇ ଦେଲୁ
ସପନରେ ଟଙ୍ଗେଇ ଦେଲୁ
ଏମିତି ତୁ..ଆଶରା ଦେଲୁ ~
Ꮶ Ꭻ : ℋℚ 98% ℳUЅℐℂ
ମୁଁ ଭଲପାଇ ଗଲିରେ ତତେ
M:-ତୁ ବୁଣି ହୋଇଗଲୁ ମୋ ବାଟସାରା
ମୁଁ ସାଉଁଟି ଚାଲୁଛି ତତେ ……..(2)
+::: ସମାପ୍ତ :::+