menu-iconlogo
huatong
huatong
sanju-lovers-sinduka-bharinu-sina-namita-agrawal-odia-bhajan-cover-image

Sinduka Bharinu Sina-Namita Agrawal-Odia bhajan

Sanju Lovershuatong
🎧🇷u200b🇾u200b✳️🇦u200b🇳u200b🎧huatong
Lirik
Rakaman
?✨ଜୟ ମା ଲକ୍ଷ୍ମୀ✨?

❣️RYAN❣️

STAR MAKER ଓଡ଼ିଶା

Requested by Sweet voice

✨ANI✨

ସିନ୍ଦୁକ ଭରିନୁ ସିନା ମା..ସମ୍ପତି ଦେଇ

ସିମନ୍ତ ଭରିଛୁ ମୋର ମା..ସିନ୍ଦୁର ଦେଇ

ମା ସେଇ ମୋ ସୁଖ

ମା ସେଇ ମୋ ସୁଖ

କହିବି କାହିଁକି ମୋତେ ମା..

ଦେଇଛୁ ଦୁଃଖ

ସିନ୍ଦୁକ ଭରିନୁ ସିନା ମା..ସମ୍ପତି ଦେଇ

ସିମନ୍ତ ଭରିଛୁ ମୋର ମା..ସିନ୍ଦୁର ଦେଇ

✨ ✨ ✨

✨ ✨ ✨

✨ ✨ ✨

ପାଇଛି ଜୀବନ ସାଥି

ଜୀବନ ଉଠିଛି ପୁରି

ଦେଇଛୁ ଦୁଇଟି ପୁଅ

କାଳିଆ ବଳିଆ ପରି

✨ ✨ ✨

ଗଢ଼ିଛୁ ହୃଦୟ ମୋର

ପଦୁଅଁ ପାଖୁଡ଼ା ପରି

ସେଇଠି ବସିଛୁ ତୁ.. ଲୋ

ତୋ ଚକା ଆସନ ପାରି

ନିତି ଦେଖେ ତୋ ମୁଖ

ମା ସେଇ ମୋ ସୁଖ

ସୁଖର ସପନ ଦେଖେ ମା..

ତୋ ନାମ ଗାଇ

ସିନ୍ଦୁକ ଭରିନୁ ସିନା ମା..ସମ୍ପତି ଦେଇ

ସିମନ୍ତ ଭରିଛୁ ମୋର ମା..ସିନ୍ଦୁର ଦେଇ

✨ ✨ ✨

✨ ✨ ✨

✨ ✨ ✨

ଅନେକ ଦୂରରୁ ମୁଁ.. ଯେ

ଆସିଛି ତୋ ପାଶେ ଧାଇଁ

ଆଣିଛି ମାଟିର ଦୀପ..

ଘିଅ ର ସଳିତା ନେଇ

✨ ✨ ✨

ମନ୍ଦିର ଦୁଆରେ ତୋର

ମାଗୁଛି ଏତିକି ମା..

ଜୀବନେ ଦେଇଛୁ ଯାହା

ମରଣରେ ଦବୁ ତାହା

ଶଙ୍ଖା ଥିବ ହାତରେ

ସିନ୍ଦୁର ମୋ ମଥାରେ

ପଡିବ କଉଡ଼ି ଖଈ ମା.. ସଧବା ପାଇଁ

IF Any mistake in lyrics Please forgive me

✨THANK YOU✨

✨GOD BLESS YOU✨

Lebih Daripada Sanju Lovers

Lihat semualogo

Anda Mungkin Suka