ଦୂର ସହରର ଝିଅ ଟିଏ
(ଲାଗୁଥିଲା ଭାରି ଚିହ୍ନା-ଚିହ୍ନା)
(ପ୍ରଥମ ଦେଖାରେ ଲାଗିଲା ନିଜର)
(ହେଇଗଲି ସାଙ୍ଗ ଆନମନା, ଆନମନା)
ଅଳପ ଅଳପ ଚିହ୍ନା ଲାଗୁଛୁ ତୁ
ଅଚିହ୍ନା ଅତିଥି ଟିଏ
ଅଳପ ଅଳପ ବୁଝି ହଉଛୁ ତୁ
ଅବୁଝା କବିତା ଟିଏ
ଅଳପ ଅଳପ ଚିହ୍ନା ଲାଗୁଛୁ ତୁ
ଅଚିହ୍ନା ଅତିଥି ଟିଏ
ଅଳପ ଅଳପ ବୁଝି ହଉଛୁ ତୁ
ଅବୁଝା କବିତା ଟିଏ
ଏ ମନର ଯେତେ ଓରୀମାନ
ଛୁଇଁଦେଇ ପୁରା କରିଦେଲ
ତୋ ପାଇଁ ହସି-ହସି ମରିଯିବି
ए, अजनबी, ओ, अजनबी
ए, अजनबी, ओ-रे, अजनबी
ए, अजनबी, ओ, अजनबी
ए, अजनबी, ओ-रे, अजनबी
୧୦୦ ଜନମର ସମ୍ପର୍କ ତୋ ସାଥେ
ତଥାପି କିଏ ତୁ ଜାଣେନା
ଲେଖୁଛି, ଗାଉଛି, ନାଚୁଛି ତୋ ପାଇଁ
ସାଜିଛି ପାଗଳ ଦିୱାନା
୧୦୦ ଜନମର ସମ୍ପର୍କ ତୋ ସାଥେ
ତଥାପି କିଏ ତୁ ଜାଣେନା
ଲେଖୁଛି, ଗାଉଛି, ନାଚୁଛି ତୋ ପାଇଁ
ସାଜିଛି ପାଗଳ ଦିୱାନା
ପାଖାପାଖି ତତେ ପାଇବାକୁ
ଛାଇ ନୁହେଁ ତତେ ଛୁଇଁବାକୁ
ସବୁ ବାଜି ହସି-ହସି ହାରିଯିବି
ए, अजनबी, ओ, अजनबी
ए, अजनबी, ओ-रे, अजनबी
ए, अजनबी, ओ, अजनबी
ए, अजनबी, ओ-रे, अजनबी
ଦି ଦିନର ଏଇ ଦେଖା ଚାହାଁ ଆମ
ପାଖକୁ ଟାଣୁଛି ଦିହିଙ୍କି
ଦେଖୁଛି, ଚାହୁଁଚି, ଗପୁଛି ତୋ ସାଥେ
ମୁ ତୋର ଏମିତି କିଏ କି?
ଦି ଦିନର ଏଇ ଦେଖା ଚାହାଁ ଆମ
ପାଖକୁ ଟାଣୁଛି ଦିହିଙ୍କି
ଦେଖୁଛି, ଚାହୁଁଚି, ଗପୁଛି ତୋ ସାଥେ
ମୁ ତୋର ଏମିତି କିଏ କି?
ତୋ ସାଥିରେ ଟିକେ ରହିବାକୁ
ଭଲ କରି ଭଲ ପାଇବାକୁ
ତୋ ପ୍ରେମରେ ହସି-ହସି ସରିଯିବି
ए, अजनबी, ओ, अजनबी
ए, अजनबी, ओ-रे, अजनबी
ए, अजनबी, ओ, अजनबी
ए, अजनबी, ओ-रे, अजनबी