menu-iconlogo
logo

Feel My Love

logo
Lirik
ନା-ନା-ନା, ଆକାଶରେ ତୁମେ

ଏକ ମହ୍ଲାର ରଚନା

ମୋ ମନ ଉପବନେ ତୁମେ

ଏକ ସପନ ସୁହାନା

ମୋ ମନ ଆକାଶରେ ତୁମେ

Love, feel my love

ଓ जानिया love, दिलसे-दिलसे रो

Love, feel my love

ଓ जानिया love, दिलसे-दिलसे रो

ଯେଉଁ ଦିନୁ ଆସିଲ ତମେ

ମୋର ଜୀବନରେ

ତୁମ ନାମ ଲେଖିଦେଲି

ପ୍ରତି ସ୍ପନ୍ଦନରେ

ହା-ହୋ-ଓ-ଓ, ଖାଲି-ଖାଲି ଥିଲା ମୋର

ମନ ମରୁଭୂମି

ଫୁଟିଗଲା ପାରିଜାତ

ଯେବେ ଦେଲ ଛୁଇଁ

ମୋ ମନ ସାଗରରେ ତୁମେ

ଏକ ଶୀତଳ ଯୋଚ୍ଛନା

ଏ ମନ ସାଗରରେ ତୁମେ

ଏକ ଶୀତଳ ଯୋଚ୍ଛନା

ଏ ମନ ସାଗରରେ ତୁମେ

Love, feel my love

ଓ जानिया love, दिलसे-दिलसे रो

Love, feel my love

ଓ जानिया love, दिलसे-दिलसे रो

ଭାବି-ଭାବି ତୁମ କଥା

ପାହେ ଦିନରାତି

ଦୁନିଆଁରେ ସବୁ ଲାଗେ

ତୁମ ପାଇଁ ସାଥି

ହୋ-ଓ-ଓ, ପ୍ରେମ ସତେ ଏକ

ନୂଆ ମିଠା ଋତୁଟିଏ

ଆସେ ଯେବେ ଜୀବନରେ

ରଙ୍ଗ ଭରିଦିଏ

ଏ ମନ ବନାନୀରେ ତୁମେ

ଏକ ଚଞ୍ଚଳ ଝରଣା

ଏ ମନ ସାଗରରେ ତୁମେ

ଏକ ଶୀତଳ ଯୋଚ୍ଛନା

ଏ ମନ ଆକାଶରେ ତୁମେ

Love, feel my love

ଓ जानिया love, दिलसे-दिलसे रो

Love, feel my love

ଓ जानिया love, दिलसे-दिलसे रो

दिलसे-दिलसे रो