menu-iconlogo
huatong
huatong
shasank-sekharsubhashree-jena-bhala-taku-pae-boli-new-odia-cover-cover-image

Bhala taku pae boli new odia cover

Shasank Sekhar/Subhashree Jenahuatong
Sᴀʜᴀᴅᴇʙ🎸Ossᴠ🎸🌹Ss🌹Pғᴍhuatong
Lirik
Rakaman

JOIN OUR ROOM 109010 OSSV

JOIN OUR ROOM 112713 SS

(M)ଭଲ ତାକୁ ପାଏ ବୋଲି ଖୋଜୁଛି ସିନା...

ସିଏ ମୋର ଖୋଜିବାର ଶେଷ ଠିକଣା..

(F) ଭଲ ତାକୁ ପାଏ ବୋଲି ଖୋଜୁଛି ସିନା...

ସିଏ ମୋର ଖୋଜିବାର ଶେଷ ଠିକଣା..

(M)ଡାକେ ହାତ ଠାରି ହାତ ପାଏନା..

କେବେ ଧରା ଦିଏ ଧରା ଦିଅନା..

ଛାଇ ପରି ଥାଏ ତାକୁ ...(2)

ଛୁଇଁ ହୁଏନା.. ଆଁ..ଆଁ...ଆଁ....(2)

(F) ଭଲ ତାକୁ ପାଏ ବୋଲି ଖୋଜୁଛି ସିନା...

ସିଏ ମୋର ଖୋଜିବାର ଶେଷ ଠିକଣା...

(M)ଜୀବନର ଚଲା ବାଟେ ସବୁ ମୁହଁ ଚିହ୍ନା ଲାଗେନା...

ବେଳେବେଳେ ନିଜ ମୁହଁ ନିଜକୁ ବି ଲାଗେ ଅଚିହ୍ନା..

(F) ଆସିଯାଏ କେତେ ରାତି ସବୁ ରାତି ସ୍ବପ୍ନ ଦିଏନା

ଯେଉଁ ରାତି ସ୍ବପ୍ନ ଦିଏ ସେ ରାତିକୁ ଭୁଲିହୁଏନା ...

(M)କେବେ ରାତି ପାଏ ସ୍ବପ୍ନ ଆସେନା...

କେବେ ସ୍ବପ୍ନ ଆସେ ରାତି ପାଏନା..

କହିବାର ଥାଏ ଯାହା....(2)

କହିହୁଏନା..ଆଁ..ଆଁ.. ଆଁ......(2)

(F) ଭଲ ତାକୁ ପାଏ ବୋଲି ଖୋଜୁଛି ସିନା...

ସିଏ ମୋର ଖୋଜିବାର ଶେଷ ଠିକଣା..

(M) ଭଲ ତାକୁ ପାଏ ବୋଲି ଖୋଜୁଛି ସିନା...

ସିଏ ମୋର ଖୋଜିବାର ଶେଷ ଠିକଣା..

Lebih Daripada Shasank Sekhar/Subhashree Jena

Lihat semualogo