ଓ ପ୍ରିୟାରେ ଓ ପ୍ରିୟାରେ
ଓ ସାଥୀରେ ଓ ସାଥୀରେ
ଓ ପ୍ରିୟାରେ
ଓ ସାଥୀରେ
ଅଳପ ଦେଖାରେ ଅଳପ କଥାରେ
ଭଲପାଇଗଲି ମନ ଦେଇଦେଲି ରେ
ଓ ସାଥୀରେ
ଓ ପ୍ରିୟାରେ
ଅଳପ ଚିହ୍ନାରେ ଅଳପ ଜଣାରେ
ଭଲପାଇଗଲି ମନ ଦେଇଦେଲି ରେ
ଓ ପ୍ରିୟାରେ
ଓ ସାଥୀରେ
ଆପଣଙ୍କ ବହୁମୂଲ୍ୟ ମତାମତ
ଅପେକ୍ଷା ରେ rk music
ଆଖି କଥାକୁହା ଆଖି
ନେଲା ମୋତେ ଡାକି ତୋ ପାଖକୁ
ମୋ ପାଖକୁ ତୁ ଆସିଲୁ
ତୋ ପାଖକୁ ମୁଁ
ହେ ତୋର ହେଇଗଲି ତୋର
ପ୍ରେମରେ ପାଗଳ ଦେଖୁ ଦେଖୁ
ମୋ ପ୍ରେମରେ ତୁ ପାଗଳ
ତୋ ପ୍ରେମରେ ମୁଁ
ଓ ପ୍ରିୟାରେ
ଓ ସାଥୀରେ
ପ୍ରଥମ ପ୍ରେମରେ ପ୍ରଥମ ଛୁଆଁ ରେ
ସବୁ ଭୁଲିଗଲି ତତେ ଖୋଜିହେଲି ରେ
ଓ ସାଥୀରେ
ଓ ପ୍ରିୟାରେ
r by chinu
ମନ ଏଇ ମୋର ମନ
କହେ ରାତିଦିନ ପାଖରେ ଥା
ଥା କହିଲେ ତୋ ପାଖେ ଥିବି
କହିବୁ ନାହିଁ ଯା
ହାଁ ଫୁଲ ଫୁଟେ ନାହିଁ ଫୁଲ
ଲାଗେନାହିଁ ଭଲ ତୋ ବିନା
ତୋ ହଁ ରେ ହଁ ମୋର
ତୋ ନା ରେ ନା
ଓ ସାଥୀରେ
ଓ ପ୍ରିୟାରେ
ତୋରି ନାଁ ରେ ତୋରି ସାଥୀରେ
ଭଲପାଇବାର ଗୀତ ଗାଇଦେଲି ରେ
ଓ ପ୍ରିୟାରେ
ଓ ସାଥୀରେ
ଓ ପ୍ରିୟାରେ
ଓ ସାଥୀରେ
please like this track
and follow me