menu-iconlogo
huatong
huatong
avatar

Mu Tumaku Bhala Paye

Tapu Mishra/Kumar Bapihuatong
mrsrosaleehuatong
Lirik
Rakaman
ପୁ-ହୋ.....ଓ...ଆ......ଆ..

ଝି-ଆ....ହା... ଆହା..ହା..ଆହା...ହା..

ପୁ-ମୁ ତୁମକୁ ଭଲପାଏ..ଭଲପାଏ..ଭଲପାଏ.......

ହୋ..ମୁ ତୁମକୁ ଭଲପାଏ..ଭଲପାଏ..ଭଲପାଏ......

ଆହା ଆକାଶ ପୃଥିବୀ ପରି

ଆହା ବାଦଲ ବିଜୁଳି ପରି

ଆହା ଆକାଶ ପୃଥିବୀ ପରି

ଆହା ବାଦଲ ବିଜୁଳି ପରି

ମୁ ଚାଲୁଥିବି ସାଥେ ସାଥେ ତୁମ ହାତ ଧରି..

ମୁ ତୁମକୁ ଭଲପାଏ..ଭଲପାଏ..ଭଲପାଏ.....

ପୁ-ପାଦରେ ପାଦ ମିଶେଇ ବାଟ ଟିଏ ହବା

କବିତାର ନଦୀ ଟିଏ ହୋଇ ବହିଯିବା

ଝି-ପାଦରେ ପାଦ ମିଶେଇ ବାଟ ଟିଏ ହବା

କବିତାର ନଦୀ ଟିଏ ହୋଇ ବହିଯିବା

ସେଇ ନଦୀର ନଦୀରେ ମୁଁ ହେବି ତୋ ଭଉଁରୀ..

ପୁ-ହୋ..ମୁ ତୁମକୁ ଭଲପାଏ..ଭଲପାଏ..ଭଲପାଏ....

ଝି-ଇନ୍ଦ୍ରଧନୁର ବଗିଚାରେ କରିବା ଘର..

ଖେଳୁଥିବ ନୀତି ଯହିଁ ରଙ୍ଗର ଜୁଆର

ପୁ-ଇନ୍ଦ୍ରଧନୁର ବଗିଚାରେ କରିବା ଘର

ଖେଳୁଥିବ ନୀତି ଯହିଁ ରଙ୍ଗର ଜୁଆର

ସେଇ ଜୁଆର ଜୁଆରେ ଭାସିବା ଥିରି ଥିରି

ଝି-ହୋ.ମୁ ତୁମକୁ ଭଲପାଏ..ଭଲପାଏ..ଭଲପାଏ.....

ପୁ-ହୋ ମୁ ତୁମକୁ ଭଲପାଏ..ଭଲପାଏ..ଭଲପାଏ.....

ଝି-ଆହା ଆକାଶ ପୃଥିବୀ ପରି

ଆହା ବାଦଲ ବିଜୁଳି ପରି

ପୁ-ଆହା ଆକାଶ ପୃଥିବୀ ପରି

ଆହା ବାଦଲ ବିଜୁଳି ପରି

ପୁ+ଝି-ମୁ ଚାଲୁଥିବି ସାଥେ ସାଥେ ତୁମ ହାତ ଧରି..

Lebih Daripada Tapu Mishra/Kumar Bapi

Lihat semualogo