menu-iconlogo
huatong
huatong
anshumankuldeep-pattanaik-aseema-panda-kebe-aasi-tu-cover-image

Kebe Aasi Tu

Anshuman/Kuldeep Pattanaik/ Aseema pandahuatong
🎧🇷​🇾​✳️🇦​🇳​🎧huatong
Letra
Gravações
M-କେବେ ଆସି ତୁ...

କହିଦବୁ ମୋତେ ଭଲ ପାଉ

ଖୁସିରେ ମୁଁ ଦେଖୁଥିବି ତତେ

ତୁ ସିଏ ନା.. କିଏ ଆଉ

କେବେ ଆସି ତୁ...

କହିଦବୁ ମୋତେ ଭଲ.. ପାଉ

ଖୁସିରେ ମୁଁ ଦେଖୁଥିବି ତତେ

ତୁ ସିଏ ନା.. କିଏ ଆଉ

ସେଇ ମୁହୂର୍ତ୍ତ ଟା ମୋର

ସାଙ୍ଗେ ଥିବ ସ୍ମୃତି ତୋର

ବାସ୍ ଏତିକି ମୁଁ ଚାହେଁ ପ୍ରେମରେ..

ଏଇ ଜୀବନ ଟା ମୋର

ଥାଉ ସାଙ୍ଗେ ଖାଲି ତୋର

ସବୁଦିନ ପାଇଁ ତୋ ସାଥିରେ..

ଶୁଣିବାକୁ ଚାହେଁ

ମୁଁ ଚାହେଁ-ମୁଁ ଚାହେଁ ତତେରେ..

ବୁଝିବାକୁ ଚାହେଁ

ମୁଁ ଚାହେଁ-ମୁଁ ଚାହେଁ ତତେରେ..

ଶୁଣିବାକୁ ଚାହେଁ ..

ମୁଁ ଚାହେଁ-ମୁଁ ଚାହେଁ ତତେରେ..

ବୁଝିବାକୁ ଚାହେଁ..

ମୁଁ ଚାହେଁ......ଓ....

ଓ....ଓ....

ଓ....ଓ....

କେବେ ଆସି ତୁ...

କହିଦବୁ ମୋତେ ଭଲ.. ପାଉ

F-ଥିବା ଦୁହେଁ ଆମେ ପାଖାପାଖି ହାତ ଧରି ଦୁହିଁଙ୍କର

ହସୁଥିବ ଦେଖି ଆମ ଆଖି ଥିବ ସାକ୍ଷୀ ସେ ପ୍ରେମର

M-ଥିବା ଦୁହେଁ ଆମେ ପାଖାପାଖି ହାତ ଧରି ଦୁହିଁଙ୍କର

ହସୁଥିବ ଦେଖି ଆମ ଆଖି ଥିବ ସାକ୍ଷୀ ସେ ପ୍ରେମର

ଅଜଣା ସେ ବାଟରେ କେବେ ତୁ ଆସୁ ରେ

ତୋ ସ୍ମୃତି ଚିହ୍ନ ନେଇ...

ପାଏ କେତେ ଭଲରେ ପାରେ ନାହିଁ କହିରେ

ଜାଣେ ଯାହା ମନ ଖାଲି...

ଶୁଣିବାକୁ ଚାହେଁ ..

ମୁଁ ଚାହେଁ-ମୁଁ ଚାହେଁ ତତେରେ..

ବୁଝିବାକୁ ଚାହେଁ

ମୁଁ ଚାହେଁ-ମୁଁ ଚାହେଁ ତତେରେ..

ଶୁଣିବାକୁ ଚାହେଁ ..

ମୁଁ ଚାହେଁ-ମୁଁ ଚାହେଁ ତତେରେ..

ବୁଝିବାକୁ ଚାହେଁ..

ମୁଁ ଚାହେଁ......ଓ....

M-ମୋରି ବାଟରେ ମୋରି ସାଥିରେ

ସବୁବେଳେ ଚାହେଁ ତତେ ମୁଁ ସାଙ୍ଗରେ

ମୋରି ପ୍ରେମର ଅଭୁଲା ସ୍ମୃତିରେ

ଥା ସବୁବେଳେ ମୋରି ପାଖରେ

F-ଭଲ ଲାଗେ କାଇଁ ତତେ ଦେଖିବାକୁ

ଭଲ ଲାଗେ କାଇଁ ତତେ ଭାବିବାକୁ

ଏତିକି ବୁଝିଛି ସବୁ ପ୍ରେମ ଖାଲି ତୋ ପାଇଁ...

M-ଓ....ଓ....

ଓ....ଓ...

F-କେବେ ଆସି ତୁ...

କହିଦବୁ ମୋତେ ଭଲ.. ପାଉ

Mais de Anshuman/Kuldeep Pattanaik/ Aseema panda

Ver todaslogo