menu-iconlogo
huatong
huatong
humane-sagar-mu-to-hero-cover-image

Mu To Hero

Humane sagarhuatong
rmswoodshuatong
Letra
Gravações
ମୁଁ ତୋ ହିରୋ ଗୋରି ତୁ ହିରୋଇନ୍

ଟୁପୁରୁ ଟୁପୁରୁ ବର୍ଷା ନାଚେ ରିମଝିମ୍

ହାଏ. ମୁଁ ତୋ ହିରୋ ଗୋରି ତୁ ହିରୋଇନ୍

ଟୁପୁରୁ ଟୁପୁରୁ ବର୍ଷା ନାଚେ ରିମଝିମ୍

ମୋର ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍..୨

ତୁ ମୋ ହିରୋ ସାଥୀ ମୁଁ ହିରୋଇନ୍

ଟୁପୁରୁ ଟୁପୁରୁ ବର୍ଷା ନାଚେ ରିମଝିମ୍

ମୋର ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍..୨

ଦୁରେ ଦୁରେ ମୁଁ ଆଉ ରହି ପାରୁନାହିଁ

ଧୀରେ ଧୀରେ ପ୍ରେମ ହେଇଗଲା ରେ

ହଁ..ଦୁରେ ଦୁରେ ମୁଁ ଆଉ ରହି ପାରୁନାହିଁ

ଧୀରେ ଧୀରେ ପ୍ରେମ ହେଇଗଲା ରେ

ମନ ଗୋଟିଏ ମୋର କୋଟିଏ ହୃଦୟ

ଆଜିଠୁ ତୋ ପାଖେ ରହିଗଲା ରେ

ତୁ କି ଜାଦୁଗର ତୋ ଯାଦୁ ସିମ୍ ସିମ୍

ତୁ କି ଛୁଆଁ ଦେଲୁ ଏ ଦେହ ଝିମ୍ ଝିମ୍

ମୋର ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍..୨

ବରଷା ଝିଟା ପରି ତୋ ପ୍ରେମ ବରଷା

ଚଲା ବାଟ କୁ ମୋର ଓଦା କଲା ରେ

ହୋ..ବରଷା ଝିଟା ପରି ତୋ ପ୍ରେମ ବରଷା

ଚଲା ବାଟ କୁ ମୋର ଓଦା କଲା ରେ

ହାଏ..ଆଖିରେ ଆଙ୍କିଦେଲୁ ଏମିତି ସପନ

ରାତି ରାତି ନିଦ ଉଡିଗଲା ରେ

ଏଇ ମନ ଝିଙ୍କାରି ଗାଉଛି ଝିମ୍ ଝିମ୍

ମେଘ ବଜାଏ ଯୋଡ଼ି ନାଗରା ଧିମ୍ ଧିମ

ମୋର ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍..୨

ତୁ ମୋ ହିରୋ ସାଥୀ ମୁଁ ହିରୋଇନ୍

ଟୁପୁରୁ ଟୁପୁରୁ ବର୍ଷା ନାଚେ ରିମଝିମ୍

ମୋର ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍..୨

ମୁଁ ତୋ ହିରୋ ଗୋରି ତୁ ହିରୋଇନ୍

ଟୁପୁରୁ ଟୁପୁରୁ ବର୍ଷା ନାଚେ ରିମଝିମ୍

ମୋର ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍..୨

Mais de Humane sagar

Ver todaslogo