menu-iconlogo
huatong
huatong
avatar

kebe asi tu by shivanshi

Kuldeep Pattnaikhuatong
Aꪀׁׅꪱׁׅƙׁׅ֑ɑׁׅ֮🌸huatong
Letra
Gravações
କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"

ଖୁସିରେ ମୁଁ ଦେଖୁଥିବି ତତେ, ତୁ ସିଏ ନା କିଏ ଆଉ?

କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"

ଖୁସିରେ ମୁଁ ଦେଖୁଥିବି ତୋତେ, ତୁ ସିଏ ନା କିଏ ଆଉ?

ସେଇ ମୁହୂର୍ତ୍ତଟା ମୋର

ସାଙ୍ଗେ ଥିବ ସ୍ମୃତି ତୋର

ବାସ୍, ଏତିକି ମୁଁ ଚାହେଁ ପ୍ରେମରେ

ଏଇ ଜୀବନଟା ମୋର

ଥାଉ ସାଙ୍ଗେ ଖାଲି ତୋର

ସବୁ ଦିନ ପାଇଁ ତୋ ସାଥିରେ

ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ

ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ

ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ

ବୁଝିବାକୁ ଚାହେଁ, ମୁଁ-ଚାହେଁ, woah

Woah-oh-uh-hu

Woah-oh-uh-ho

Woah-oh-uh-hu

Woah-oh-uh-ho

କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"

ଥିବା ଦୁହେଁ ଆମେ ପାଖା-ପାଖି, ହାତ ଧରି ଦୁହିଁଙ୍କର

ହସୁଥିବ ଦେଖି ଆମ ଆଖି, ଥିବ ସାକ୍ଷୀ ସେ ପ୍ରେମର

ଥିବା ଦୁହେଁ ଆମେ ପାଖା-ପାଖି, ହାତ ଧରି ଦୁହିଁଙ୍କର

ହସୁଥିବ ଦେଖି ଆମ ଆଖି, ଥିବ ସାକ୍ଷୀ ସେ ପ୍ରେମର

ଅଜଣା ସେ ବାଟରେ

କେବେ ତୁ ଆସୁରେ

ତୋ ସ୍ମୃତିଚିହ୍ନ ନେଇ

ପାଏ କେତେ ଭଲ ରେ

ପାରେ ନାହିଁ କହି ରେ

ଜାଣେ ଯାହା ମନ ଖାଲି

ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ

ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ

ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ

ବୁଝିବାକୁ ଚାହେଁ, ମୁଁ-ଚାହେଁ, woah

ମୋରି ବାଟରେ ମୋରି ସାଥିରେ

ସବୁବେଳେ ଚାହେଁ ତୋତେ ମୋ ସାଙ୍ଗରେ

ମୋରି ପ୍ରେମର ଅଭୁଲା ସ୍ମୃତିରେ

ଥା' ସବୁବେଳେ ମୋରି ପାଖରେ

ଭଲ ଲାଗେ କାଇଁ ତୋତେ ଦେଖିବାକୁ?

ଭଲ ଲାଗେ କାଇଁ ତୋତେ ଭାବିବାକୁ?

ଏତିକି ବୁଝିଛି ସବୁ ପ୍ରେମ ଖାଲି ତୋ ପାଇଁ

Woah-oh-uh-hu

Woah-oh-uh-ho

Woah-oh-uh-hu

Woah-oh-uh-ho

କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"

Mais de Kuldeep Pattnaik

Ver todaslogo