menu-iconlogo
huatong
huatong
namita-agrawal-prabhu-pada-tale-pranati-dhale-cover-image

Prabhu Pada Tale Pranati Dhale

Namita Agrawalhuatong
ᴅʀ.ᴩᴀɴᴅᴀᵒⁿˡʸᵐᵘˢⁱᶜ™huatong
Letra
Gravações
---M3S/136002---

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

ତୋଳି ପୁଜା ଫୁଲ

ସଂଜ ସକାଳେ

ତୋଳି ପୁଜା ଫୁଲ

ସଂଜ ସକାଳେ

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

---M3S/136002---

ମଙ୍ଗଳ ମୟ

ତୁମରି କରୁଣା

ଜୀବନରେ ଭରେ

ସକଳ କାମନା

***********

ମଙ୍ଗଳ ମୟ

ତୁମରି କରୁଣା

ଜୀବନରେ ଭରେ

ସକଳ କାମନା

ଜୀବନରେ ଭରେ

ସକଳ କାମନା

ଶାନ୍ତି ର ସୁର ତୋଳେ ଏ...

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

---M3S/136002---

ଚାଲିବାକୁ ତୁମେ

ଦେଖାଇଚ୍ଛ ପଥ

ଗାଇବାକୁ ତୁମେ

ଶିଖାଇଚ୍ଛ ଗୀତ

***********

ଚାଲିବାକୁ ତୁମେ

ଦେଖାଇଚ୍ଛ ପଥ

ଗାଇବାକୁ ତୁମେ

ଶିଖାଇଚ୍ଛ ଗୀତ

ଗାଇବାକୁ ତୁମେ

ଶିଖାଇଚ୍ଛ ଗୀତ

ଗାଏ ନିବେଦନ ସୁରେ.. ଏ...

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

---M3S/136002---

ତୁମରି ଆଶିଷେ

ସୁନ୍ଦର ଧରା

ପ୍ରିୟ ପରିଜନ

ବନ୍ଧୁରେ ଭରା

************

ତୁମରି ଆଶିଷେ

ସୁନ୍ଦର ଧରା

ପ୍ରିୟ ପରିଜନ

ବନ୍ଧୁରେ ଭରା

ପ୍ରିୟ ପରିଜନ

ବନ୍ଧୁରେ ଭରା

ମମତା ର ମଧୁ ଝରେ..ଏ...

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

ତୋଳି ପୁଜା ଫୁଲ

ସଂଜ ସକାଳେ

ତୋଳି ପୁଜା ଫୁଲ

ସଂଜ ସକାଳେ

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

ପ୍ରଭୁ ପଦ ତଳେ

ପ୍ରଣତି ଢାଳେ

---M3S/136002---

Mais de Namita Agrawal

Ver todaslogo