AN EXCLUSIVE CLEAN TRACK COLLECTED BY (ODIA BHAKTI) 
ଆସିବା ଦିନେ.... 
ଯିବାତ ଦିନେ 
ଆସିବା ଦିନେ.... ଯିବାତ ଦିନେ 
ମଝିରେ ଅଧା ଦିନରେ ମନ 
ଏ ଜୀବନ ଅଢେଇ ଦୀନ 
ରେ ମନ ଏ ଜୀବନ ଅଢେଇ ଦିନ 
ତେଜି ସବୁ ଲଭ ମାୟା ମୋହ ଗର୍ବ 
ଭଜ କଳାଚାନ୍ଦ କଳା ବଦନ.. 
ଏ ଜୀବନ ଅଢେଇ ଦିନ 
ରେ ମନ ଏ ଜୀବନ ଅଢେଇ ଦିନ 
JAGANNATH PREMI 
ROOM ID -171653 
TIME 7PM -8:30PM 
ଖାଲି ହାତେ ଆସିଛୁ ମନ 
ଖାଲି ହାତେ ଯିବୁରେ 
ଭାବିଛୁକି ଦୁନିଆଟାକୁ 
ମୁଣ୍ଡେଇକି ନବୁରେ 
*************** 
ଓ...ଖାଲି ହାତେ ଆସିଛୁ ମନ 
ଖାଲି ହାତେ ଯିବୁରେ 
ଭାବିଛୁକି ଦୁନିଆଟାକୁ 
ମୁଣ୍ଡେଇକି ନବୁରେ 
କିଛି ଧର୍ମ ଧନ କର ଅରଜନ 
ହବ ଗଣ୍ଠି ଧନ 
ଗଲେ ଜୀବନ...... 
ଏ ଜୀବନ ଅଢେଇ ଦିନ 
ରେ ମନ ଏ ଜୀବନ ଅଢେଇ ଦିନ 
ଦୁନିଆରୁ ଛୁଟି ଲେ ଘଟ 
ସବୁ ହେବ ତୁଚ୍ଛ ରେ 
ଜଗନ୍ନାଥ କେବଳ ସତ 
ଆଉ ସବୁ ମିଛରେ 
**************** 
ହୋଓ..ଦୁନିଆରୁ ଛୁଟି ଲେ ଘଟ 
ସବୁ ହେବ ତୁଚ୍ଛ ରେ 
ଜଗନ୍ନାଥ କେବଳ ସତ 
ଆଉ ସବୁ ମିଛରେ 
ବେଳ ଯାଏ ସରି ଭଜ ହରି ହରି 
କର ଦରଶନ 
ଚକା ନୟନ...... 
ଏ ଜୀବନ ଅଢେଇ ଦିନ 
ରେ ମନ ଏ ଜୀବନ ଅଢେଇ ଦିନ 
ଆସିବା ଦିନେ.... 
ଯିବାତ ଦିନେ 
ଆସିବା ଦିନେ.... ଯିବାତ ଦିନେ 
ମଝିରେ ଅଧା ଦିନରେ ମନ 
ଏ ଜୀବନ ଅଢେଇ ଦୀନ 
ରେ ମନ ଏ ଜୀବନ ଅଢେଇ ଦିନ 
ତେଜି ସବୁ ଲଭ ମାୟା ମୋହ ଗର୍ବ 
ଭଜ କଳାଚାନ୍ଦ କଳା ବଦନ.. 
ଏ ଜୀବନ ଅଢେଇ ଦିନ 
ରେ ମନ ଏ ଜୀବନ ଅଢେଇ ଦିନ 
**************** 
ଏ....ଜୀବନ..... 
ଅଢେଇ ..... ଦିନ 
ଅଢେଇ ଦିନ ରେ ମନ ଅଢେଇ ଦିନ 
Jay jagannath ? ?