ଏନ୍ତୁଡିଶାଳ ରୁ 
ଗାଇବା ଆରମ୍ଭ 
ମଶାଣି ଭୂଇଁରେ ଶେଷ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
JAGANNTHA ?PREMI 
ROOM ID 171653 
TIME 9.00AM 
ଜୀବନ ଦୀପଦ ଗୀତ 
ପଦେ ସୁଖ ପଦେ ଦୁଃଖ 
ଜୀବନ ଦୀପଦ ଗୀତ 
ପଦେ ସୁଖ ପଦେ ଦୁଃଖ 
ଏନ୍ତୁଡିଶାଳ ରୁ 
ଗାଇବା ଆରମ୍ଭ 
ମଶାଣି ଭୂଇଁରେ ଶେଷ 
ସଂସାରେ ଯାହାକୁ ଦେଖ 
ସୁଖ ଥିଲେ ଅଛି ଦୁଃଖ 
ସଂସାରେ ଯାହାକୁ ଦେଖ 
ସୁଖ ଥିଲେ ଅଛି ଦୁଃଖ 
ଗୋଟିଏ ପଦରେ ଏ ଗୀତ ନ ସରେ 
ଜାଣିଛି ଗାଇବା ଲୋକ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
 Request & lyrics by - SUNIL SAIRAM FAMILY 
JAGANNTH PREMI 
ଜୀବନ ଦୀପଦ ଗୀତ 
ପଦେ ଧର୍ମ ପଦେ କର୍ମ 
ଜୀବନ ଦୀପଦ ଗୀତ 
ପଦେ ଧର୍ମ ପଦେ କର୍ମ 
ଏହି ଦୁଇ ପଦ ଗୀତ ଭୁଲିଗଲେ 
ଜୀବନ ହୁଏ ବିଷମ 
ଏ ଦୁଇ ପଦକୁ ଭୁଲି 
ଭାଗ୍ୟକୁ ହେଲେ ଅଣ୍ଡାଳି 
ଏ ଦୁଇ ପଦକୁ ଭୁଲି 
ଭାଗ୍ୟକୁ ହେଲେ ଅଣ୍ଡାଳି 
ଲାଭ ତ ମିଳେନା ଜୀବନ ଟା ଲାଗେ 
ସତେ ଏକ ଅନ୍ଧ ଗଳି 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
LYRICS CREATED &REQUESTED 
SUNIL SAIRAM 
K,S,NAGAR 
ଜୀବନ ଦୀପଦ ଗୀତ 
ପଦେ ଦୟା ପଦେ ମାୟା 
ଜୀବନ ଦୀପଦ ଗୀତ 
ପଦେ ଦୟା ପଦେ ମାୟା 
ଦୟା ଆଉ ମାୟା ମଝିରେ ନାଚୁଛି 
ଆସା ନିରାଶା ର ଛାୟା 
ଦୟା ଯେ ଦେବ ସ୍ଵଭାବ 
ମାୟା ର ମାନ ଦାନବ 
ଦୟା ଯେ ଦେବ ସ୍ଵଭାବ 
ମାୟା ର ମାନ ଦାନବ 
ଦେବ ଦାନବ ର ଦୁଇ ପଦୁନୀ କୁ 
ଧରିଛି ଏହି ମାନବ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
LYRICS CREATED &REQUESTED 
SUNIL SAIRAM 
K,S,NAGAR 
ଜୀବନ ଦୀପଦ ଗୀତ 
ପଦେ ନିଜ ପଦେ ପର 
ଜୀବନ ଦୀପଦ ଗୀତ 
ପଦେ ନିଜ ପଦେ ପର 
ଏ ମାୟା ସଂସାର କେହି ନୂହେଁ କାର 
ମିଛ ଏ ବନ୍ଧନ ସାର 
ନିଜ ହୋଇଯାଏ ପର 
ପର ବି ହୁଏ ନିଜର 
ନିଜ ହୋଇଯାଏ ପର 
ପର ବି ହୁଏ ନିଜର 
ହାଏରେ ଦୁନିଆ ବିଚିତ୍ର ଏ ମାୟା 
ଧନ୍ୟ ପ୍ରଭୁ ମାୟାଧର 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
LYRICS CREATED &REQUESTED 
SUNIL SAIRAM 
K,S,NAGAR 
ଜୀବନ ଦୀପଦ ଗୀତ 
ପଦେ ପିତା ପଦେ ମାତା 
ଜୀବନ ଦୀପଦ ଗୀତ 
ପଦେ ପିତା ପଦେ ମାତା 
ଯାହାର ପଦରେ ଏଇ ମଣିଷ ର 
ଜୀବନ ଚାଳିଶା ଲେଖା 
ପିତା ମାତା ରୁଣ କେହି 
କେବେ ସୁଝି ପାରେ ନାହିଁ 
ପିତା ମାତା ରୁଣ କେହି 
କେବେ ସୁଝି ପାରେ ନାହିଁ 
ତଥାପି ମଣିଷ ଭୁଲ୍ କରି ବସେ 
ମମତା କୁ ଭୁଲିଯାଇ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
ଏନ୍ତୁଡିଶାଳ ରୁ 
ଗାଇବା ଆରମ୍ଭ 
ମଶାଣି ଭୂଇଁରେ ଶେଷ 
ସଂସାରେ ଯାହାକୁ ଦେଖ 
ସୁଖ ଥିଲେ ଅଛି ଦୁଃଖ 
ସଂସାରେ ଯାହାକୁ ଦେଖ 
ସୁଖ ଥିଲେ ଅଛି ଦୁଃଖ 
ଗୋଟିଏ ପଦରେ ଏ ଗୀତ ନ ସରେ 
ଜାଣିଛି ଗାଇବା ଲୋକ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ 
ଜୀବନ ଦୀପଦ ଗୀତ