menu-iconlogo
huatong
huatong
avatar

Hata papuli ra rekha HD.Track ଯାତ୍ରା ଗୀତ

PRABHAT creationhuatong
★᭄ꦿ᭄ꦿPℛᎯℬℋᎯᏆ𝄞ℳℳ𝄞huatong
Letra
Gravações
ହାତ ପାପୁଲିର ରେଖା-

କାହାକୁ ହୁଏନା ଦେଖା-

କେହିତ ପଡ଼ିପରେନା

ଦୁଇ ମନ ଭାଙ୍ଗେ ଯେବେ

ଲୁହ ବି ଓଜନ ଲାଗେ

ଏକଥା କହି ହୁଏନା--

ହାତ ପାପୁଲିର ରେଖା

କାହାକୁ ହୁଏନା ଦେଖା

କେହିତ ପଡ଼ି ପାରେନା-

ଦୁଇ ମନ ଭାଙ୍ଗେ ଯେବେ

ଲୁହ ବି ଓଜନ ଲାଗେ

ଏକଥା କହି ହୁଏନା

କଥା ଦେଇ କଥା ଭୁଲିଲୁ କେମିତି

ଦୀନ ବି ଲାଗୁଛି ଅନ୍ଧାର ଯେମିତି

କଥା ଦେଇ କଥା ଭୁଲିଲୁ କେମିତି

ଦୀନ ବି ଲାଗୁଛି~ଅନ୍ଧାର ଯେମିତି

କିମିତି ବଞ୍ଛିବି କହ ତୋରି ବିନା-

ସେଦିନ କଥା ମନେ ଅଛି ନା

ହାଏ ମନେ ଅଛି ନା

ସେଦିନ କଥା ମନେ ଅଛି ନା

ହାଏ ମନେ ଅଛି ନା

⃝Voice-MANAS.JENA,

{MUSIC MONALISHA}

UPLOADiNG-BY

⃝PRABHAT CREATION

ᘛROOM--IDᘛ

876530--1310597

Time.LiNE-02:45

ବେଳେ ବେଳେ ଜୀବନରେ ଭୁଲୁ ହେଇ ଯାଏ

ନିରବରେ ଆଖି ଲୁହ ଓଠ ପିଉଥାଏ

⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝

ବେଳେ ବେଳେ ଜୀବନରେ ଭୁଲୁ ହେଇ ଯାଏ

ନିରବରେ ଆଖି ଲୁହ ଓଠ ପିଉଥାଏ

ଓଠ ଭୂଲି ଯାୟ ହସ ପରିଚୟ

ଦରଦୀ ଦୈବ ସାଜେ ନିରିଦୟ

ଓଠ ଭୂଲି ଜୟା ହସ ପରିଚୟ

ଦରଦୀ ଦୈବ ସାଜେ ନିରିଦୟ

କାରଣ ପଚାରି କେବେ ସିଏ ବୁଝେନା

⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝

ସେଦିନ କଥା ମନେ ଅଛି ନା

ହାଏ ମନେ ଅଛି ନା

ସେଦିନ କଥା ମନେ ଅଛି ନା

ହାଏ ମନେ ଅଛି ନା

ସେଦିନ କଥା ମନେ ଅଛି ନା

ହାଏ ମନେ ଅଛି ନା

ସେଦିନ କଥା ମନେ ଅଛି ନା

ହାଏ ମନେ ଅଛି ନା

{Thank you for vizti}

Mais de PRABHAT creation

Ver todaslogo