༄᭄╠Music Monalish╣༄᭄
Sing-Time -07:8'30
UPLOADiNG-_-BY
༄᭄༒ ⃝PRABHAT༒༄᭄
ROOM --ID
876530--1310597
Request-By-Kalisha(M,M) Family
Time 00:24sur....
ହସୁଛୁ ରେ କାଳିଆ ତୁ
ବଡ଼ ଦେଉଳେ....
Search (PRABHAT creation)
⃝Voiceᘛ KUMAR BAPi
ହସୁଛୁ ରେ କାଳିଆ ତୁ ବଡ଼ ଦେଉଳେ
ପତି ତପାବନ ଉଡ଼େ ତୋ ନୀଳା ଚଳେ
ହସୁଛୁ ରେ କାଳିଆ ତୁ ବଡ଼ ଦେଉଳେ
ପତି ତପାବନ ଉଡ଼େ ତୋ ନୀଳା ଚଳେ
ଏତିକି କରୁଣା କରିବୁ ରେ ଜଗା
ଏତିକି କରୁଣା କରିବୁ ରେ ଜଗା
ଜୀବନ ଯିବକି ସତେ ତୋ ରଥ ତଳେ
ତୋ ବଡ଼ ଦାଣ୍ଡେ ରେ
ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ ଜୟ...ଜଗଦୀଶ.ହରେ...
ଜୟ ଜଗଦୀଶ ହରେ...
%%%%%%%%%π ~•~
Request-By-Kalisha(M,M) Family
⃝Voiceᘛ KUMAR BAPi
Next line 02:21---
ମାର ଗରେଭେ ତତେ କେତେ ଖୋଜିଛି
ଜନମ୍ ପରେ ମୁଁ ସବୁ ଭୁଲି ଯାଇଛି
༄᭄╠Music Monalish╣༄᭄
ହୋ...ମାର ଗରେଭେ ତତେ କେତେ ଖୋଜିଛି
ଜନମ୍ ପରେ ମୁଁ ସବୁ ଭୁଲି ଯାଇଛି..
ଦିଶୟା ପ୍ରମରେ ବୁଢ଼ୀ ସବୁ ହାରିଛି
ଅନ୍ୟାୟ ଅଧ୍ରମ୍ କରି ଧନ ଅର୍ଜିଛି
ବେଳେ ସରି ଯାଉଛି ପଙ୍ଗୁ ପରୀ ଲାଗୁଚି
ଯାହା ଦୋଷ କରିଛି.. କ୍ଷମା ଦେ ମାଗୁଛି
ଏତିକି ମିନତୀ ରଖିବୁ କାଳିଆ
ଏତିକି ମିନତୀ ରଖିବୁ କାଳିଆ
ଶରଣ ଦବୁ ରେ ତୋର ଚରଣ ତଳେ
ତୋ ବୈଖୁଣ୍ଠ ପୁରେ
ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ ଜୟ...ଜଗଦୀଶ.ହରେ...
ଜୟ ଜଗଦୀଶ ହରେ...
Search (PRABHAT creation)
⃝Voiceᘛ KUMAR BAPi
Request-By-Kalisha(M,M) Family
Next line- 04:23sur...
ତୋର ନନ୍ଦିଘୋଷ ଜେବେ ଗଡ଼ି ଚାଲିବ
ମୋ ଶବ ତୋ ଭକ୍ତଙ୍କର,କାନ୍ଧରେ ଜୀବ
%%%%%########
ହୋ...ତୋର ନନ୍ଦିଘୋଷ ଜେବେ ଗଡ଼ି ଚାଲିବ
ମୋ ଶବ ତୋ ଭକ୍ତଙ୍କର,କାନ୍ଧରେ ଜୀବ
ହରି ବୋଲ ପଡ଼ୁଥିବ ତୋ ପାଖରେ
ଶୁଭିବରେ ରାମ ନାମ ମୋ ଆଗରେ
ତୋର ରଥ ଦୌଢ଼ି....ମୋର ପାଳ ଦୌଢି
ତୋର ଗୋଟା ନଡ଼ିଆ ମୋର ଖଇ କୌଢ଼ି
ନିରୀମାଲେ କଣୀକା ମିଳିବକି ମତେ
ନିରୀମାଲେ କଣୀକା ମିଳିବକି ମତେ
ଜଳିବକି ଜୁଇ ମୋର ତୋ ସ୍ୱରଗ ଦ୍ଵାରେ
ତୋ ରଥ କାଠରେ
ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ ଜୟ...ଜଗଦୀଶ.ହରେ...
ଜୟ ଜଗଦୀଶ ହରେ...ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ.....
END(20NOV2023)