menu-iconlogo
huatong
huatong
avatar

Mana manena mana bujhena HQ track

PRABHAT creationhuatong
★᭄ꦿ᭄ꦿPℛᎯℬℋᎯᏆ𝄞ℳℳ𝄞huatong
Letra
Gravações
MANA MANENA MANA BUJHENA TATE

⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝ ⃝

M=ଓ ~~ଓ ~~

⃝Voice-Tsouri?

Tapu.mishra

{MUSIC MONALISHA}

UPLOADiNG-BY

⃝PRABHAT CREATION

Time.LiNE-00:21

M=ମନ ମାନେନା ?ମନ ବୁଝେନା

ତତେ ଦେଖିବା ପାଇଁ ଥରେ

ଖୋଜେ ବାହାନା ହାଏ ଖୋଜେ ବାହାନା

ମନ ମାନେ ନା ମନ ବୁଝେନା

ତତେ ଦେଖିବା ପାଇଁ ଥରେ

ଖୋଜେ ବାହାନା ହାଏ ଖୋଜେ ବାହାନା

ମନ ମାନେନା...

⃝Voice-T.souri?

Tapu.mishra

{MUSIC MONALISHA}

UPLOADiNG-BY

⃝PRABHAT CREATION

Time.LiNE-01:21

M=ତୁ ଆସିବୁ ବସିବୁ ଦେଖିବୁ

କହିବୁ ମତେ କଥା ପଦେ

ମୁଁ ତୋତେ ଦେଖୁ ଥିବି ସବୁ ଭୁଲି ଯିବି

ଶୋଇ ଯିବି ନିଦେ

ମୁଁ ସ୍ୱପନ ରେ ବୁଡ଼ିବି ତୋ ସାଥେ ଉଡ଼ିବି

ପାହାଡ଼ ନଈ ଡେଇଁ

ଯହିଁ ନଥିବ ତୋ ଖରା ନଥିବ ତୋ ଛାଇ

ଗପିବା ସେଠୀ ଜାୟି

F=ଭୋକ ଶୋଷ ଭୁଲିବା ଖାଲି ପ୍ରେମ କରିବା

ଭୋକ ଶୋଷ ଭୁଲିବା ଖାଲି ପ୍ରେମ କରିବା

M=ମୋର ଭାବନା ସତ ହୁଏନା

ତତେ ଦେଖିବା ପାଇଁ ଥରେ

ଖୋଜେ ବାହାନା ହାୟେ ହାୟେ

ଖୋଜେ ବାହାନା

ମନ ମନେନା ନା...

⃝Voice-Tsouri?

Tapu.mishra

{MUSIC MONALISHA}

UPLOADiNG-BY

⃝PRABHAT CREATION

Time.LiNE-02:44

M=ଦୁଆର କୁ ଖୋଲି ଜେବେବି ଦେଖିଲି

ତୁ ହସୁଛି ମତେ ଦେଖୀ

କାଳେ ସତ ବୋଲି ଛୁଈଁ ବାକୁ ଗଲି

ଠକି ଦିଏ ମତେ ଆଖି

ତତେ ପାଇବାକୁ ସାଥେ ରହିବାକୁ

ମନ୍ଦିରେ ଜଳେ ମୁଁ ଦୀପ

ତୋ ପାଇଁ କି କେତେ ଲେଖେ ମୁଁ କବିତା

ଲେଖ ନୂଆ ନୂଆ ଗପ

F=ଗପ ହେଲେ ବି ସତ ତୁ ମୋ ମନର ମିତ

ଗପ ହେଲେ ବି ସତ ତୁ ମୋ ମନର ମିତ

M=ମୋର ଭାବନା ସତ ହୁଏନା

ତତେ ଦେଖିବା ପାଇଁ ଥରେ

ଖୋଜେ ବାହାନା ହାଏ ଖୋଜେ ବାହାନା

ମନ ମାନେ ନା ମନ ବୁଝେନା

ତତେ ଦେଖିବା ପାଇଁ ଥରେ

ଖୋଜେ ବାହାନା ହାଏ ଖୋଜେ ବାହାନା

ହାଏ ଖୋଜେ ବାହାନା ହାଏ

ଖୋଜେ ବାହାନା ...

{Thank you for vizti}

Mais de PRABHAT creation

Ver todaslogo