menu-iconlogo
huatong
huatong
avatar

O Saaware (Odia Album)

Sabisesh Mishrahuatong
😎-:(MANORANJAN):-😎huatong
Letra
Gravações
uploaded_by_MANORANJAN_SAMAL

ସାୱରେ ତୋ ଆଖିରେ

ଏମିତି କିଛି ଅଛି

କ୍ଷଣକ ଏଇ ଦେଖାରେ

ମୁଁ ତୋର ହେଇଛି

-------------

ସାୱରେ ତୋ ଆଖିରେ

ଏମିତି କିଛି ଅଛି

କ୍ଷଣକ ଏଇ ଦେଖାରେ

ମୁଁ ତୋର ହେଇଛି

ଆଗରୁ ଦେଖିନି ତୋତେ

ତଥାପି ତୁ ଲାଗୁ ମୋତେ

ଚିହ୍ନା ଚିହ୍ନା ଏତେ କାହିଁକି

ନିଯଠୁ ବି ଅଧିକ

ତୋତେ ମାନି ନେଇଛି

ଏମିତି ଭଲ ପାଇବା

ଦେବେନି ତୋତେ କେହିବି

ଓ ସାୱରେ ଓ ସାୱରେ ଓ ସାୱରେ

ଥା ପାଖରେ ଥା ପାଖରେ ଓ ସାୱରେ

ନଯା ଦୂରେ ନଯା ଦୂରେ ଓ ସାୱରେ

-----------------------------

-----------------------------

ଓ ସାୱରେ

ଏକା ଥିଲି ମୁଁ କୋଉଠି ଏକା ଥିଲୁ ତୁ କୋଉଠି

ପ୍ରେମ ଡୋରି ଲାଗିଗଲା

ଆଜି ଆମେ ହେଲେ ଏକାଠି

ହେ...........

ଏକା ଥିଲି ମୁଁ କୋଉଠି ଏକା ଥିଲୁ ତୁ କୋଉଠି

ପ୍ରେମ ଡୋରି ଲାଗିଗଲା

ଆଜି ଆମେ ହେଲେ ଏକାଠି

ରେଶମୀ ଏ ପବନରେ

ତୋ ଦେହ ମହକ ଉଡ଼େ

ଚାହିଁବି ନିଯକୁ ନା ରୋକି ପାରୁଚି

ମୋ ଏ ହାତ ରେଖାରେ

ମୁଁ ତୋତେ ଲେଖି ଦେଇଚି

ନା ଜିଇଁ ଥିଲି କେବେ ମୁଁ, ତୋ ପାଇଁ...

ଯୀବନ ପାଇ ଯାଇଚି

ଓ ସାୱରେ ଓ ସାୱରେ ଓ ସାୱରେ

---------------------------

---------------------------

ତୁ ଥିଲେ ପାଖେ ପାଖେ

ସବୁ ଋତୁ ଲାଗେ ନୁଆ

ମଜି ଯାଏ ତୋ ପ୍ରେମରେ

ପାଏ ଯେବେ ତୋ ମିଠା ଛୁଆଁ.....

ଆ.......ଓ........

ଲାଗୁ ଏତେ ସୋନା ସୋନା

ହେଲିରେ ମୁଁ ତୋ ଦିୱାନା

ଚାହିଁବି ନିଜକୁ ନା ରୋକି ପାରୁଚି

କଳ୍ପନା ଏ ମନର ସତ ହେଇ ଯାଇଚି

ସାୱରେ ତୋତେ ପାଇକି

ମୋ ଦୁନିଆ ମୁଁ ପାଇଛି

ପ୍ରଥମ ଏଇ ଦେଖାରେ

ମୁଁ ତୋତେ ଭଲ ପାଇଛି

ନା ଜିଇଁ ଥିଲି କେବେ ମୁଁ, ତୋ ପାଇଁ...

ଯୀବନ ପାଇ ଯାଇଚି

ଓ ସାୱରେ ଓ ସାୱରେ ଓ ସାୱରେ

ଥା ପାଖରେ ଥା ପାଖରେ ଓ ସାୱରେ

ନଯା ଦୂରେ ନଯା ଦୂରେ ଓ ସାୱରେ

ଏ.........ଏ..........ଏ..........

Mais de Sabisesh Mishra

Ver todaslogo