menu-iconlogo
huatong
huatong
sanju-lovers-tu-mo-prema-ra-raja-uasa-swayam-padhi-barbie-mishra-cover-image

Tu mo prema ra raja uasa-Swayam Padhi, Barbie Mishra

Sanju Lovershuatong
monkeyluver6000huatong
Letra
Gravações
?RYAN?

Family-Sanju?Lovers?

?

M-ତୋର ଶର୍ମିଲୀ ଶର୍ମିଲୀ ଆଖି

ଇଶାରା ରେ ମୋତେ ଦିଏ ଡାକି

କରିଦିଏ ମୋତେ ତୋର

ପ୍ରେମୀ Ashique...

F-ତୋର କଥାରେ କଥାରେ ଯାଦୁ

କରିଦିଏ ମୋତେ ଟିକେ କାବୁ

Deewani ମୁଁ ହେଇ ଯାଏ ତୋ ପାଇଁକି

M-ତୋ ପାଉଁଜି ର ସ୍ୱର ପାଗଳ କରିଛି

ତୋ ପ୍ରେମ ବରଷାରେ ଏ ମନ ଭିଜୁଛି

ତୋତେ ଟିକେ ଦେଖିଦେଲେ

ତୋତେ ଟିକେ ଦେଖିଦେଲେ

ଭୁଲେ ଭୋକ ଶୋଷ

ତୁ ମୋ ପ୍ରେମର ତୁ ମୋ ପ୍ରେମର

ରାଜଉଆସ... ରାଜଉଆସ

F-ତୁ ମୋ ପ୍ରେମର ତୁ ମୋ ପ୍ରେମର

ରାଜଉଆସ ହୋ ... ରାଜଉଆସ

? Music ?

M-ତୁ ତ ମୋର ସୁନେଲି ଅଭୁଲା ସପନ

ମୁ ଝୁରେ ରାତି ଦିନ

ଜମା ଭରୁନି ମୋ ମନ

F-ହୋ ..ତୁ ତ ମୋର ହୃଦୟର ମିଠା ଯଖମ

ମୁଁ ଖୁସିର ଆଗନ

ମୁଁ ଛାତିର ସ୍ପନ୍ଦନ

M-କଥା କାଇଁ ତୋର

ଲାଗେ ଭାରି ମିଠା

ଲଗେଇ ଦେଲୁ ତୁ

ଏ କି ପ୍ରେମ ଛିଟା

ଭଲ ତୋତେ ପାଉଥିବି

ଭଲ ତୋତେ ପାଉଥିବି

ଥିବା ଯାଏ ନିଃଶ୍ୱାସ

ତୁ ମୋ ପ୍ରେମର ତୁ ମୋ ପ୍ରେମର

ରାଜଉଆସ... ରାଜଉଆସ

F-ତୁ ମୋ ପ୍ରେମର ତୁ ମୋ ପ୍ରେମର

ରାଜଉଆସ ହୋ ... ରାଜଉଆସ

? Music ?

F- ତୁ ତ ମୋର

ଫଗୁ ର ଏମିତି ରଙ୍ଗ ଟି

ରଙ୍ଗ ଛାଡି ଯାଏ ଯେତେ

ମୁଁ ବୋଳି ହୁଏ ସେତେ

M-ହାଁ..ତୁ ତ ମୋର

ମନର ଏମିତି ଗପଟେ

ମୁଁ ଯେତେ ପଢ଼େ ତୋତେ

ନୂଆ ଲାଗୁ ମୋତେ ସେତେ

F-ଛନ୍ଦୁ କାଇଁ ଏତେ

ତୋ ପ୍ରେମ ଜାଲରେ

ସବୁ ଭୁଲିଯାଏ

ମୁଁ ତୋରି ପ୍ରେମରେ

ମନ କହେ ଦେଖୁଥିବି

ମନ କହେ ଦେଖୁଥିବି

ତୋତେ ବାର ମାସ

ତୁ ମୋ ପ୍ରେମର ତୁ ମୋ ପ୍ରେମର

ରାଜଉଆସ...ହୋ .. ରାଜଉଆସ

M-ତୁ ମୋ ପ୍ରେମର ତୁ ମୋ ପ୍ରେମର

ରାଜଉଆସ... ରାଜଉଆସ

M/F-ତୁ ମୋ ପ୍ରେମର ତୁ ମୋ ପ୍ରେମର

ରାଜଉଆସ... ରାଜଉଆସ...ରାଜଉଆସ

?THANK YOU?

Mais de Sanju Lovers

Ver todaslogo