menu-iconlogo
huatong
huatong
shaantapu-mishra-haye-re-haye-toro-chehera-cover-image

Haye Re Haye Toro Chehera

Shaan/Tapu Mishrahuatong
mystral44huatong
Letra
Gravações
ହାଏ ରେ ହାଏ ତୋର ଚେହେରା

ଶୁଆଇ ଦଉନି ରାତି ସାରା

ମୋ ମନେ ପ୍ରେମ ସଜେଇ

ତୁ ମୋତେ ଦେଲୁ ହଜେଇ

ବୁଣିଦେଲୁ ଖୁସି ବାଟସାରା

ହାଏ ରେ ହାଏ ତୋର ଚେହେରା

ଶୁଆଇ ଦଉନି ରାତି ସାରା

ହାଏ ରେ ହାଏ ତୋର ଚେହେରା

ଶୁଆଇ ଦଉନି ରାତି ସାରା

ମୋ ଆଖି ନିଦ ଚୋରେଇ

ତୁ ନେଲୁ ମନ ଉଡେଇ

ଜୀବନଟା ଲାଗେ ସ୍ୱପ୍ନ ଭରା

ହାଏ ରେ ହାଏ ତୋର ଇସାରା

ଶୁଆଇ ଦଉନି ରାତି ସାରା

ହାଏ ରେ ହାଏ ତୋର ଇସାରା

ଶୁଆଇ ଦଉନି ରାତି ସାରା

ଦେଖୁଥିବି ତତେ ଏମିତି

ସମୟ ଥମିଯାଉ

ଓଠ ମିଶି ଯାଉ ଓଠରେ

ଦୂରତା କମିଯାଉ

ଖେଳିଗଲା ଶିହରଣ

ତୋର ଓଠ ଛୁଆଁରେ

ହଜିଗଲା ମନ ମୋର ହଁ ,,

ସପନର ଧୂଆଁରେ

ମୁଁ ତୋର ପ୍ରେମୀ ଆୱାରା

ତୋ ପାଇଁ ଅଛି କୁଆଁରା

ତତେ ପାଇ ଆଶା ହେଲା ପୁରା

ହାଏ ରେ ହାଏ ତୋର ଚେହେରା

ଶୁଆଇ ଦଉନି ରାତି ସାରା

ହାଁ

ହାଏ ରେ ହାଏ ତୋର ଇସାରା

ଶୁଆଇ ଦଉନି ରାତି ସାରା

ହେ ହେ ହେ ଆହା ହା ହା

ଲା ଲା ଲା ଲା ଲା ଲା

ସତ ଲାଗେ ଆଜି ସପନ

ଆସି ତୋର ବାହୁରେ

ଭିଜେ ଦେହ ମନ ଜୀବନ

ତୋ ପ୍ରେମର ମହୁରେ

ମନ ମୋର ଥିଲା ଆଗେ

ଗୋଟେ ଚଲା ବାଦଲ

ଜାଗା ଦେଲୁ ଆଖିରେ ତୁ ହୋ

ହେଲି ତୋର କଜଳ

ମୋ ଦିନ ଆଉ ମୋ ରାତି

ତୋ ବିନା ଲାଗେ ଏମିତି

ସବୁ ଯେମିତି ଅଧା ଅଧୁରା

ହାଏ ରେ ହାଏ ତୋର ଇସାରା

ଶୁଆଇ ଦଉନି ରାତି ସାରା

ହାଏ ରେ ହାଏ ତୋର ଚେହେରା

ଶୁଆଇ ଦଉନି ରାତି ସାରା

ଧନ୍ୟବାଦ

Mais de Shaan/Tapu Mishra

Ver todaslogo