ଏଥର ଫଗୁଣେ ବାଜିବ ଲୋ ବାଜା 
ତୁ ହବୁ ରାଣୀ ମୁଁ ହେବି ତୋ ରଜା 
ଏଥର ଫଗୁଣେ ବାଜିବ ଲୋ ବାଜା 
ତୁ ହବୁ ରାଣୀ ମୁଁ ହେବି ତୋ ରଜା 
ମୁଁ ଯିବି ତୋ ଗାଆଁକୁ ପଗଡ଼ି ବାନ୍ଧି ଲୋ 
ପଗଡ଼ି ବାନ୍ଧି... 
ନୂଆ ପାଲିଙ୍କି ହଉଚି ସଜା 
ନୂଆ ପାଲିଙ୍କି ହଉଚି ସଜା 
LB ? MUSICAL ? ? 
ROOM ID 198900 
NO TASK ? 
ମୁଁ ଆସିବି ତୋ ଘରକୁ ରୋଷଣୀ କରି 
ତୋ ଦୁଆରେ ବଜେଇ ଦେବି ଯୋଡି ମହୁରୀ 
? 
ଏ ମୁଁ ଆସିବି ତୋ ଘରକୁ ରୋଷଣୀ କରି 
ତୋ ଦୁଆରେ ବଜେଇ ଦେବି ଯୋଡ଼ି ମହୁରୀ 
ଏଥର ଫଗୁଣେ ଗଢ଼ା ହବ ବେଦୀ 
କଉଡ଼ି ଖେଳିବୁ ହାତେ ହାତ ଛନ୍ଦି 
ତୁ ସାଜିବୁ ମୋ ପାଇଁ ବୋହୁ ବୋହୁକା ଲୋ 
ବୋହୂ ବୋହୂକା.. 
ତତେ ଗହଣା ହବ ଲୋ ଖଞ୍ଜା 
ତତେ ଗହଣା ହବ ଲୋ ଖଞ୍ଜା 
 Lyrics -DJ ?LUCKY 
Request by (LINU JI) 
ଦିନ ଚାରଟି ଯିବ ଲୋ ବିତି ହବ ଚଉଠି 
ଜଳିବ ବତୀ ପ୍ରଥମ ରାତି ପ୍ରଥମ ପ୍ରୀତି 
? 
ଏ ଦିନ ଚାରଟି ଯିବ ଲୋ ବିତି ହବ ଚଉଠି 
ଜଳିବ ବତୀ ପ୍ରଥମ ରାତି ପ୍ରଥମ ପ୍ରୀତି 
ଏଥର ଫଗୁଣେ ନ ଥିବ ଟିକିଲି 
ସିନ୍ଦୂର ନାଇ ତୁ ଦିଶିବୁ ସୁନ୍ଦରୀ 
ତୁ ବସିବୁ ମୋ ପାଇଁ ଚୁଲି ମୁଣ୍ଡରେ ଲୋ 
ଚୁଲି ମୁଣ୍ଡରେ.. 
ବାସୀ ପଖାଳ ଲାଗିବ ମଜା 
ବାସୀ ପଖାଳ ଲାଗିବ ମଜା