menu-iconlogo
huatong
huatong
avatar

Bada Thakure Ragichi Mu Odia Bhajan MKM

Sri Charanhuatong
ozzy812gomhuatong
Letra
Gravações

Singer 1 Singer 2

With From Manoj

Please Follow Me Friends

Thoda Humse Bi Dosti Karke Dekhiye

Kya Pata Kuch Achha Hi Ho Jaye

Music ....

( Get Ready To Sing In 3 Secs)

ବଡ ଠାକୁରେ ଏ ଏ ଏ

ବଡ ଠାକୁରେ

ବଡ ଠାକୁରେ ଏ ଏ

ବଡ ଠାକୁରେ

ରାଗିଛି ମୁ ତୁମ ଉପରେ

ରାଗିଛି ମୁ ତୁମ ଉପରେ

ଗରିବ ବନ୍ଧୁକୁ ଭୁଲିଗଲ ତମେ ବଡଲୋକ ହେବାପରେ

ଗରିବ ବନ୍ଧୁକୁ ଭୁଲିଗଲ ତମେ ବଡଲୋକ ହେ ବାପରେ

ରାଗିଛି ମୁ ତୁମ ଉପରେ ,ଠାକୁରେ

ରାଗିଛି ମୁ ତୁମ ଉପରେ

ବଡ ଠାକୁରେ ଏ ଏ ଏ

ବଡ ଠାକୁରେ

ବଡ ଠାକୁରେ ଏ ଏ

ବଡ ଠାକୁରେ ଏ ଏଏ ଏ

ରାଗିଛି ମୁ ତୁମ ଉପରେ ଏ ଏ

ରାଗିଛି ମୁ ତୁମ ଉପରେ

Music Long ....

( Get Ready To Sing In 3 Secs)

ଗାମୁଛାରେ ବା ନ୍ଧି, ନେଇଥିଲି ଦି ନେ ଏ

ଖାଇଲ ମୋଠାରୁ, ଖୁ ଦ

ସେକଥା ପାସୋରି

ଯାଇଛ ହେ ହରି

ଖାଇ କି ମହା ପ୍ରସାଦ

Music ....

ହୋ ଗାମୁଛାରେ ବାନ୍ଧି, ନେଇଥି ଲି ଦିନେ

ଖାଇଲ , ମୋଠାରୁ ଖୁଦ

ସେକଥା ପାସୋରି

ଯାଇଛ ହେ ହରି

ଖାଇ କି, ମହା ପ୍ରସାଦ

କୁଡ଼ିଆ ବନ୍ଧୁକୁ ବଢିଆ ଠକିଲ,ରହି ବଡଦେଉଳରେ

କୁଡ଼ିଆ ବନ୍ଧୁକୁ ବଢିଆ ଠକିଲ,ରହି ବଡଦେଉଳରେ

ରାଗିଛି ମୁ ତୁମ ଉପରେ ଏଏ

ରାଗିଛି ମୁ ତୁମ ଉପରେ

ବଡ ଠାକୁରେ ଏଏ

ବଡ ଠାକୁରେ ଏ

ବଡ ଠାକୁରେ ଏଏ

ବଡ ଠାକୁରେ

ରାଗିଛି ମୁ ତୁମ ଉପରେ

ରାଗିଛି ମୁ ତୁମ ଉ ପରେ

ଧନ୍ୟବାଦ

Mais de Sri Charan

Ver todaslogo