menu-iconlogo
huatong
huatong
antara-chakrabortyswayam-padhi-mathare-dei-pata-odhani-cover-image

Mathare Dei Pata Odhani

Antara Chakraborty/Swayam padhihuatong
taxoffice1huatong
Тексты
Записи
ପୁ... ଏ ବାଜା ବାଲା...

ଆରେ ବନ୍ଦ କର...

ମୁଁ ଯା ଗାଉଛି ବଜା...

ହେ ମଥାରେ ଦେଇ ପାଟ ଓଢଣୀ

ଆସିବୁ କେବେ ସାଜିବୁ ରାଣୀ

ରାତି ହେଇଯିବ ଦିନ

ତୁ ପରା ମୋର ପୁନେଇଁ ଜହ୍ନ

ତୁ ପରା ମୋର ପୁନେଇଁ ଜହ୍ନ

ଝି... ଟୋକା ତ ହିରୋ ମନ କୁ ମନ

ଦିନ ରେ ପୁଣି ଦେଖେ ସପନ

ରୂପରେ ଯିଏ ବାମନ

ସିଏ ପୁଣି ଖୋଜେ ପୁନେଇଁ ଜହ୍ନ

ଆରେ ସିଏ ପୁଣି ଖୋଜେ ପୁନେଇଁ ଜହ୍ନ

ପୁ... ହସ ତୋର ଲକ୍ଷେ ଟଙ୍କା ଦେଖି ମନ ପୂରି ଯାଏ

ଗୋରା ମୁହଁ ସୁନା ଦେହ

ଆଖି ଲାଖି ଯାଏ... ହାଏ... ହାଏ...

ଝି... ଯେତେ ଯାହା କହିଲେ ବି ମୋର କିବା ଆସେ ଯାଏ

ତୁ କହିବୁ ଆସ ଆସ

ମୁଁ କହିବି ତତେ ବାଏ... ବାଏ... ବାଏ..

ପୁ... ଓଢ଼ଣୀ ତୋର ହବ ଓଢଣା

ମୋ ଘର ହବ ତୋର ଅଗଣା

ଝି... କ୍ଷେତ ରେ ବଛେ ଯେ ଧାନ

ସେ ପୁଣି ଖୋଜେ ଏ ପୁନେଇଁ ଜହ୍ନ...

ପୁ... ତୁ ପରା ମୋର ପୁନେଇଁ ଜହ୍ନ...

ଝି... ତୋର ମୋର ପଡ଼ିବନି ଭିନ୍ନ ଗୋଠ ର ତୁ ଗାଈ

ତୁ କହିବୁ ଯାହା କୁହ

ମୁଁ କହିବି ତାକୁ ନାଇଁ ନାଇଁ ନାଇଁ..

ପୁ... ଥରେ ଖାଲି ଡାକ ଦେଲେ

ଆସିବି ପଘା ଛିଡେଇ

ପିଛା ତୋର ଛାଡିବିନି

ଚାଲିଥିବି ପଛେ ଧାଇଁ ଧାଇଁ ଧାଇଁ...

ଝି... କଥା କହୁଚୁ ମାରି ଫୁଟାଣି

କାମ ରେ ଦେଖା ନାଗର ମଣି

ପୁ... ଆରେ ଉଠେଇ ନେବି ତୋ ରାଣ

ତୁ ହବୁ ମୋର ପୁନେଇଁ ଜହ୍ନ

ତୁ ପରା ମୋର ପୁନେଇଁ ଜହ୍ନ....

Еще от Antara Chakraborty/Swayam padhi

Смотреть всеlogo