menu-iconlogo
huatong
huatong
avatar

E Ki Chhuan E ki Nian Odia Golapi Golapi Movie Song

AR Musichuatong
🏅ᴀʙʜɪ♡🥀🇮🇳🎯ᴛᴠʜ🎯🔱ᴍᴅ🔱huatong
Тексты
Записи
ପୁ ଏକି ଛୁଆଁ ଏକି ନିଆଁ କେମିତି ତାତି ଏ କେମିତି ତାତି

ଝି ଲାଜ ଲାଜ ଡର ଡର ଅଥୟ ଛାତି କି ଅଥୟ ତାତି

ପୁ ଜଳୁଛି ମୁଁ ଜଳାନା ଆଉ ଜଳାନା

ଝି ସିଂହରଣ ଦହନ ଏକି ଯାତନା

ପୁ ଏ କେମିତି ରାତି

ଝି କି ଅଥୟ ତାତି

ଝି ଆଖି ଖୋଜେ ଆଖି ଓଠ ଖୋଜେ ଓଠ

ଛାତି ଦକ ଦକ ମନ ଦକ ଦିଶୁନି ଆଗକୁ ବାଟ

ପୁ ଇଚ୍ଛା ଥିଲା କେବେ ଦେଖା ହେବା ପାଇଁ

ଦେହ ଆଉ ମନ ଏତେ ପାଖା ପାଖି କେମିତି ପାରିବି ରହି

ଝି ଏକି ନିଶା କି ଯାଦୁ ଏକି ଘଟଣା

ପୁ ଜଳୁଛି ମୁଁ ଜଳାନା ଆଉ ଜଳାନା

ଝି ଏ କେମିତି ରାତି

ପୁ କି ଅଥୟ ତାତି

ପୁ ନିଃଶ୍ବାସର ଝଡ଼ ରକତର ବନ୍ୟା

ସହି ହୁଏ ନାହିଁ ରହି ହୁଏ ନାହିଁ ଛୁଇଁଲେ ବିଜୁଳି କନ୍ୟା

ଝି ବନ୍ଧ ଭାଙ୍ଗିଗଲେ ମନ ନିଆଁ ନଈ

ମାଡ଼ି ମାଡ଼ି ଯାଏ ସବୁ ସୀମା ଡେଇଁ ପାହାଡ଼ କୁ ମାନେ ନାହିଁ

ପୁ ଏକି ଶୋଷ କି ଭୋକ ଜାଣି ହୁଏନା

ଝି ସିଂହରଣ ଦହନ ଏକି ଯାତନା

ପୁ ଏ କେମିତି ରାତି

ଝି -କି ଅଥୟ ତାତି

ପୁ -ଏ କେମିତି ରାତି

ଧନ୍ୟବାଦ୍

Еще от AR Music

Смотреть всеlogo

Тебе Может Понравиться