menu-iconlogo
huatong
huatong
aseema-pandasushant-mishra-hata-dhari-bata-chalu-thiba-cover-image

Hata Dhari Bata Chalu Thiba

Aseema Panda/Sushant Mishrahuatong
mn8shrhuatong
Тексты
Записи
ଝିଅ.. ହାତ ଧରି ବାଟ ଚାଲୁ ଥିବ

ଟିକେ ଟିକେ ଭଲ ପାଉଥିବ

ହାତ ଧରି ବାଟ ଚାଲୁ ଥିବ

ଟିକେ ଟିକେ ଭଲ ପାଉଥିବ

ଏମିତି ରହିବ ଜୀବନେ ସଦା

ଏମିତି ରହିବ ଜୀବନେ ସଦା

ତୁମ ଛାଇ ମତେ ଛୁ ଥିବ

ଛୁଁ ଥିବ....

ପୁ... ହାତ ଧରି ବାଟ ଚାଲୁ ଥିବ

ଟିକେ ଟିକେ ଭଲ ପାଉଥିବ

ହାତ ଧରି ବାଟ ଚାଲୁ ଥିବ

ଟିକେ ଟିକେ ଭଲ ପାଉ ଥିବ

ଏମିତି ରହିବ ଜୀବନେ ସଦା

ଏମିତି ରହିବ ଜୀବନେ ସଦା

ତୁମ ଛାଇ ମତେ ଛୁ ଥିବ

ଛୁ ଥିବ...

ଝିଅ.. ଦେଖୁଚି ସବୁ ଦିନ ସବୁ ରାତି

ଏକା ତୁମ ପ୍ରତିଛବି ରଖିବି ସାଇତି

ରଖିବି ସାଇତି..

ପୁ.. ଏମିତି ପାଉଛ ଭଲ ହଁ ହଁ ଏତେ ଭଲ

ଭଲ ଠାରୁ ବେଶୀ ଭଲ ଲାଗୁଚ ମତେ..

ଝିଅ.. ଦେଖିଚି ସବୁ ଦିନ ସବୁ ରାତି

ଏକା ତୁମ ପ୍ରତିଛବି ରଖିବି ସାଇତି

ରଖିବି ସାଇତି

ପୁ.. ଏମିତି ପାଉଛ ଭଲ ହଁ ଏତେ ଭଲ

ଭଲ ଠାରୁ ବେଶୀ ଭଲ ଲାଗୁଚ ମତେ..

ଝିଅ.. ଅଧ ରାତିରେ ମୁଁ ମୂର୍ତ୍ତି ଟିଏ କରି

ଅଧ ରାତିରେ ମୁଁ ମୂର୍ତ୍ତି ଟିଏ କରି

ସାଥୀ ହେଇ ସଦା ରହିଥିବ

ରହିଥିବ....

ପୁ... ରହିଥିବ...

ଝିଅ... ରହିଥିବ...

ପୁ.. ହାତ ଧରି ବାଟ ଚାଲୁ ଥିବ

ଟିକେ ଟିକେ ଭଲ ପାଉ ଥିବ...

ଝିଅ.. ହାତ ଧରି ବାଟ ଚାଲୁ ଥିବ

ଟିକେ ଟିକେ ଭଲ ପାଉ ଥିବ..

Еще от Aseema Panda/Sushant Mishra

Смотреть всеlogo