menu-iconlogo
huatong
huatong
babushaan-mohantytapu-mishra-ore-sawariya-cover-image

Ore Sawariya

Babushaan Mohanty/Tapu Mishrahuatong
ossingerstevehuatong
Тексты
Записи
तोहफ़ा-तोहफ़ा ତୋ ହସର ସୁଅରେ

ଭିଜି-ଭିଜି ମୁଁ ଯାଉଛି ପ୍ରିୟା ରେ

तोहफ़ा-तोहफ़ा ତୋ ହସର ସୁଅରେ

ଭିଜି-ଭିଜି ମୁଁ ଯାଉଛି ପ୍ରିୟା ରେ

ଜୀବନେ ମୋର ଯାଇଛି ଭରି

ତୋ ମିଠା ମହକ ଛୁଆଁ

ओ, रे साँवरिया

ତୁ ଋତୁଟେ ନୂଆ

ओ, रे साँवरिया

ତୁ ଫୁଲଟେ ନୂଆ

ତୋ ପାଇଁ ବଦଳିଲା ମୋ ଦୁନିଆଁ

ओ, रे साँवरिया

ତୁ ରାତି ମହୁଆ

ओ, रे साँवरिया

ତୁ ଚଇତି ବାଆ

ହଁ, ଯେବେଠାରୁ ମତେ ଛୁଇଁଲା ତୋ ପ୍ରେମ ପୁରବୀ

ହଁ, ଯେବେଠାରୁ ମତେ ଛୁଇଁଲା ତୋ ପ୍ରେମ ପୁରବୀ

ଓଠରେ ମୋ ତୋରି କଥା, ଆଖିରେ ତୋ ଛବି

ସପନେ ମୋର ଫାଲଗୁନି ସାଜି

ବୁଣିଲୁ ରଙ୍ଗ-ଫରୁଆ

ओ, रे साँवरिया

ତୁ ଗୀତଟେ ନୂଆ

ओ, रे साँवरिया

ତୁ ମିତଟେ ନୂଆ

ଜଳାଏ ତୋ ପ୍ରେମର ମିଠା-ନିଆଁ

ओ, रे साँवरिया

ତୁ ସ୍ମୃତିର ଗାଆଁ

ओ, रे साँवरिया

ତୁ ପ୍ରେମର ନାଆଁ

ହୁଁ, ଭାବୁଥିଲି ତୋରି କଥା ପତଳା ନିଦରେ

ହଁ, ଭାବୁଥିଲି ତୋରି କଥା ପତଳା ନିଦରେ

ତୁ ଆସି ଭିଜେଇ ଦେଲୁ ମହ୍ଲାର ରାଗରେ

ଇନ୍ଦ୍ରଧନୁର ସାତରଙ୍ଗରେ

ଏ ମନ କଲୁ କିମିଆ

ओ, रे साँवरिया

ତୁ ମେଘଟେ ନୂଆ

ओ, रे साँवरिया

ତୁ ଦିଗଟେ ନୂଆ

ପାଗଳ ଏଇ ମନ ଅମାନିଆ

ओ, रे साँवरिया

ତୁ ଚାନ୍ଦ ଉଦିଆ

ओ, रे साँवरिया

ତୁ କାକର ଛୁଆଁ

Еще от Babushaan Mohanty/Tapu Mishra

Смотреть всеlogo