menu-iconlogo
huatong
huatong
Тексты
Записи
ପ୍ରେମରେ ପାପ କେତେ, ପୁଣ୍ୟ କେତେ

ଫୁଲ କେତେ, କଣ୍ଟା କେତେ

ଜଣା ତ ନ ଥିଲା ମତେ

କାଇଁ ଭଲ ପାଉଥିଲି ତତେ?

ହୋ, କାଇଁ ଭଲ ପାଉଥିଲି ତତେ?

ପ୍ରେମରେ ସତ କେତେ, ମିଛ କେତେ

ହସ କେତେ, ବିଷ କେତେ

ଜଣା ତ ନ ଥିଲା ମତେ

କାଇଁ ଭଲ ପାଉଥିଲି ତତେ?

ହୋ, କାଇଁ ଭଲ ପାଉଥିଲି ତତେ?

ହୋ, ବେହିସାବୀ ପ୍ରେମିକ ମୁଁ ହିସାବ ରଖେନା

ଭଲ ପାଇବାକୁ ନେଇ ଅଙ୍କ ମୁଁ କଷେନା

ଭଲ ପାଇବାରେ ମୋର ଛଳନା ନ ଥିଲା

ଟିକେ ଏ ମୋ ଭୁଲ୍ ପାଇଁ ସବୁ ତୁଟିଗଲା

ପ୍ରେମରେ ମିଳେ କେତେ, ହଜେ କେତେ

ଲାଭ କେତେ, କ୍ଷତି କେତେ

ଜଣା ତ ନ ଥିଲା ମତେ

କାଇଁ ଭଲ ପାଉଥିଲି ତତେ?

ହୋ, କାଇଁ ଭଲ ପାଉଥିଲି ତତେ?

ପ୍ରେମରେ ଦୁଃଖ କେତେ, ସୁଖ କେତେ

କୋହ କେତେ, ଲୁହ କେତେ

ଜଣା ତ ନ ଥିଲା ମତେ

କାଇଁ ଭଲ ପାଉଥିଲି ତତେ?

ହୋ, କାଇଁ ଭଲ ପାଉଥିଲି ତତେ?

ଭୁଲିବାକୁ ଚାହିଁଲେ ବି ଭୁଲି ମୁଁ ପାରୁନି

ଭଲପାଇ ହାରିଲି କି ଜିତିଲି ଜାଣିନି

ହରେଇବା ପାଇଁ ତତେ ଭଲ ମୁଁ ପାଇଲି

ଭୁଲ୍ ପାଇଁ सजा ଦେ କ୍ଷମା ବି ଚାହୁଁନି

ପ୍ରେମରେ ଭୁଲ୍ କେତେ, ଠିକ୍ କେତେ

ସର୍ତ୍ତ କେତେ, ସ୍ବାର୍ଥ କେତେ

ଜଣା ତ ନ ଥିଲା ମତେ

କାଇଁ ଭଲ ପାଉଥିଲି ତତେ?

ହୋ, କାଇଁ ଭଲ ପାଉଥିଲି ତତେ?

ପ୍ରେମରେ ଖରା କେତେ, ଛାଇ କେତେ

ଜହ୍ନ କେତେ, ଜୁଇ କେତେ

ଜଣା ତ ନ ଥିଲା ମତେ

କାଇଁ ଭଲ ପାଉଥିଲି ତତେ?

ହୋ, କାଇଁ ଭଲ ପାଉଥିଲି ତତେ?

ହଁ, ଧୋକା ଦବା ଯଦି ଥିଲା

କାହିଁକି ମୁଁ ଜାଳି ଚାଲେ

ନିଜକୁ ମୁଁ ନିଜ ହାତେ

କାଇଁ ଭଲ ପାଉଥିଲି ତତେ?

ହୋ, କାଇଁ ଭଲ ପାଉଥିଲି ତତେ?

କାଇଁ ଭଲ ପାଉଥିଲି ତତେ?

ହୋ, କାଇଁ ଭଲ ପାଉଥିଲି ତତେ?

Еще от Biswajit Mahapatra/Ananya Sritam Nanda

Смотреть всеlogo