ଓରେ ମୋର सईयां
ଧରିନେ ତୁ बईयां
हौले-हौले ତୋ
ରେଶମୀ ଛୁଆଁ
ବରଫ ଦେହେ
ଲଗେଇ ଦିଏ ନିଆଁ
हौले-हौले ତୋ
ଦେହର ବାସ୍ନା
ନିଶ୍ୱାସ ଛୁଏଁ
ବଢ଼େଇ ଦିଏ ତୃଷ୍ଣା
ଓରେ ମୋର सईयां
ଧରିନେ ତୁ बईयां
ଚାଲ୍ ଆମେ ଗଢିଦବା
ଦୁନିଆ ଭିତରେ ନୂଆ ଦୁନିଆ (ଦୁନିଆ)
हौले-हौले ତୋ
ରେଶମୀ ଛୁଆଁ
ବରଫ ଦେହେ
ଲଗେଇ ଦିଏ ନିଆଁ
रूखा-सूखा ଏଇ ମନ ଥିଲା
ତୋ ପ୍ରେମରେ ହେଲା ଯେବେ गिला
हरा-भरा ମନ ସାରା
ମହକ ଖେଳିଲା
गुमसुम ଏଇ ମନ ଥିଲା
ତୋ ପ୍ରେମରେ କଲା हल्ला-गुल्ला
ମୋତି ଝରା ରାତି ସାରା
ତୋ ନାଁ ସୁଭିଲା
ଓରେ ମୋର सईयां
ଧରିନେ ତୁ बईयां
ଆକାଶ ର ଚନ୍ଦ୍ରମା କୁ
କରିଦେବି ତୋ ମଥାର बिंदिया (बिंदिया)
हौले-हौले ତୋ
ରେଶମୀ ଛୁଆଁ
ବରଫ ଦେହେ
ଲଗେଇ ଦିଏ ନିଆଁ
ଖଟା-ମିଠା ତୋ ହସ ର बन्ना
ହଟାହଟା କରେ ମୋତେ ସିନା
ବାଟସାରା ମୋତେ ହଁ
ଚଲେଇ ଦିଏନା
होश-वश ତୋ नशीला नैना
हरदम କରେ ଆନମନା
ରାତିସାରା ମୋତେ ହଁ
ସୁଏଇ ଦିଏନା
ଓରେ ମୋର सईयां
ଧରିନେ ତୁ बईयां
ତତେ ପାଇ, ପାଇ ଗଲି
ଦୁନିଆର ସବୁ କିଛି खुशियाँ
हौले-हौले ତୋ
ରେଶମୀ ଛୁଆଁ
ବରଫ ଦେହେ
ଲଗେଇ ଦିଏ ନିଆଁ
हौले-हौले ତୋ
ଦେହର ବାସ୍ନା
ନିଶ୍ୱାସ ଛୁଏଁ
ବଢ଼େଇ ଦିଏ ତୃଷ୍ଣା