menu-iconlogo
huatong
huatong
avatar

Prathama Premara Prathama Chithi

Manasi Panigrahi/Sricharan Mohantyhuatong
paulachristianesahuatong
Тексты
Записи
ପ୍ରଥମ ପ୍ରେମର ପ୍ରଥମ ଚିଠି

ପ୍ରଥମ ପ୍ରେମର ପ୍ରଥମ ଚିଠି

ଲେଖୁଛି ଅଳପ ଭାବୁଛି ବେଶି

ନୂଆ ଚଢେଇ ର କଅଁଳ ଡେଣା

ନୂଆ ଚଢେଇ ର କଅଁଳ ଡେଣା

ଉଡୁଛି ଅଳପ ପଡୁଚି ବେଶି

ଉଡୁଛି ଅଳପ ପଡୁଚି ବେଶି

ପ୍ରଥମ ପ୍ରେମର ପ୍ରଥମ ଚିଠି

ଲେଖୁଛି ଅଳପ ଭାବୁଛି ବେଶି

ଆହା କି ସୁନ୍ଦର ପ୍ରେମ ର ଦୁନିଆ

ଦେଇଚି ପାଦ ମୁଁ ଏଠି ନୂଆ ନୁଆ

ହୋ ଆହା କି ସୁନ୍ଦର ପ୍ରେମ ର ଦୁନିଆ

ଦେଇଚି ପାଦ ମୁଁ ଏଠି ନୂଆ ନୁଆ

ଏଠି ନୂଆ ନୁଆ

ପ୍ରେମ ବାଟ ର ମୁଁ ନୂଆ ପଥିକ

ପ୍ରେମ ବାଟ ର ମୁଁ ନୂଆ ପଥିକ

ଚାଲୁଛି ଅଳାପ ଝୁଣ୍ଟୁଛି ବେଶି

ଚାଲୁଛି ଅଳାପ ଝୁଣ୍ଟୁଛି ବେଶି

ପ୍ରଥମ ପ୍ରେମର ପ୍ରଥମ ଚିଠି

ଲେଖୁଛି ଅଳପ ଭାବୁଛି ବେଶି

ଜଣକୁ ଯେବେ ମୁଁ କରିଲି ନିଜର

ମୋତେ ୟେ ଦୁନିଆ କରି ଦେଲା ପର

ହୋ ଜଣକୁ ଯେବେ ମୁଁ କରିଲି ନିଜର

ମୋତେ ୟେ ଦୁନିଆ କରି ଦେଲା ପର

କରି ଦେଲା ପର

ସତ କହୁଛି ମୁଁ ଭଲ ପାଇ କି

ସତ କହୁଛି ମୁଁ ଭଲ ପାଇ କି

ହସୁଛି ଅଳପ କାନ୍ଦୁଛି ବେଶି

ହସୁଛି ଅଳପ କାନ୍ଦୁଛି ବେଶି

ପ୍ରଥମ ପ୍ରେମର ପ୍ରଥମ ଚିଠି

ପ୍ରଥମ ପ୍ରେମର ପ୍ରଥମ ଚିଠି

ଲେଖୁଛି ଅଳପ ଭାବୁଛି ବେଶି

ନୂଆ ଚଢେଇ ର କଅଁଳ ଡେଣା

ନୂଆ ଚଢେଇ ର କଅଁଳ ଡେଣା

ଉଡୁଛି ଅଳପ ପଡୁଚି ବେଶି

ଉଡୁଛି ଅଳପ ପଡୁଚି ବେଶି

ଚାଲୁଛି ଅଳାପ ଝୁଣ୍ଟୁଛି ବେଶି

ହସୁଛି ଅଳପ କାନ୍ଦୁଛି ବେଶି

Prathama Premara Prathama Chithi от Manasi Panigrahi/Sricharan Mohanty - Тексты & Каверы