---M3S/136002---
ସିନ୍ଦୂର ନାଉଚି ରାଧା.....
ଆଇନା ଦେଖି..ରାଧା...
ଆଇନା ଦେଖି...
---M3S/136002---
ସିନ୍ଦୂର ନାଉଚି ରାଧା
ଆଇନା ଦେଖି.. ରାଧା
ଆଇନା ଦେଖି
ସିନ୍ଦୂର ନାଉଚି ରାଧା
ଆଇନା ଦେଖି.. ରାଧା
ଆଇନା ଦେଖି
ଗୋପ ଛାଡ଼ି କଳା କାହ୍ନୁ
ଚାଲି ଯାଇଚି...
ସିନ୍ଦୂର ପିନ୍ଧିଲେ ରାଧା
ହାତ ଥରୁଚି
ଗୋପ ଛାଡ଼ି କଳା କାହ୍ନୁ
ଚାଲି ଯାଇଚି...
ସିନ୍ଦୂର ପିନ୍ଧିଲେ ରାଧା
ହାତ ଥରୁଚି
ସୁହାଗ ସିନ୍ଦୂରେ
କାହ୍ନୁ ଦିଶି ଯାଏକି..ଇ.ଇ.
ସିନ୍ଦୂର ନାଉଚି ରାଧା
ଆଇନା ଦେଖି.. ରାଧା
ଆଇନା ଦେଖି
---M3S/136002---
ଲାଗୁଚି ଯେମିତି କାହ୍ନୁ
ଡାକୁଚି ବାହୁ ମେଲେଇ
ଆସ ଗୋ ଆସ ଗୋ ରାଈ
କୁଞ୍ଜକୁ ସଜେଇ ହୋଇ
**********
ଓ..ଲାଗୁଚି ଯେମିତି କାହ୍ନୁ
ଡାକୁଚି ବାହୁ ମେଲେଇ
ଆସ ଗୋ ଆସ ଗୋ ରାଈ
କୁଞ୍ଜକୁ ସଜେଇ ହୋଇ
କଦମ୍ବ ଫୁଟିଚି ବାସ ଝରି ଯାଉଚି
ଚାନ୍ଦିନୀ ଝରୁଚି ସଞ୍ଜ ସରି ଯାଉଚି
କେମିତି ରାଈ ଗୋ
ରହିପାର ଏକାକି....ଇ.ଇ.
ସିନ୍ଦୂର ନାଉଚି ରାଧା
ଆଇନା ଦେଖି.. ରାଧା
ଆଇନା ଦେଖି
---M3S/136002---
ଅମାନିଆ ଲୁହ ଦିଏ
ଆଖିର କଜଳ ଧୋଇ
ଅସୁମାରି କୋହ ଆସେ
ରାଈର ବୁକୁ ଫଟେଇ
************
ଓ..ଅମାନିଆ ଲୁହ ଦିଏ
ଆଖିର କଜଳ ଧୋଇ
ଅସୁମାରି କୋହ ଆସେ
ରାଈର ବୁକୁ ଫଟେଇ
ଜାଣିଛି କହ୍ନେଇ ଆଉ ଫେରିବ ନାହିଁ
ତଥାପି ମାନିନୀ ରାଈ ହୁଏ ସଜେଇ
ଲାଗି ଯାଉ ପଛେ
ଦେହେ ନିନ୍ଦା କଳଙ୍କି..ଇ..ଇ
ସିନ୍ଦୂର ନାଉଚି ରାଧା
ଆଇନା ଦେଖି.. ରାଧା
ଆଇନା ଦେଖି
ସିନ୍ଦୂର ନାଉଚି ରାଧା
ଆଇନା ଦେଖି.. ରାଧା
ଆଇନା ଦେଖି
ଗୋପ ଛାଡ଼ି କଳା କାହ୍ନୁ
ଚାଲି ଯାଇଚି...
ସିନ୍ଦୂର ପିନ୍ଧିଲେ ରାଧା
ହାତ ଥରୁଚି
ଗୋପ ଛାଡ଼ି କଳା କାହ୍ନୁ
ଚାଲି ଯାଇଚି...
ସିନ୍ଦୂର ପିନ୍ଧିଲେ ରାଧା
ହାତ ଥରୁଚି
ସୁହାଗ ସିନ୍ଦୂରେ
କାହ୍ନୁ ଦିଶି ଯାଏକି..ଇ.ଇ.
ସିନ୍ଦୂର ନାଉଚି ରାଧା
ଆଇନା ଦେଖି.. ରାଧା
ଆଇନା ଦେଖି
ଆଇନା ଦେଖି.. ରାଧା
ଆଇନା ଦେଖି
ଆଇନା ଦେଖି.. ରାଧା
ଆଇନା ଦେଖି
---M3S/136002---