ମୁଁ ପାପ ତୁମେ ପୁଣ୍ଯ ମୁଁ ମୃତ୍ୟୁ ତୁମେ ଜନ୍ମ 
ମୁଁ ପାପ ତୁମେ ପୁଣ୍ଯ ମୁଁ ମୃତ୍ୟୁ ତୁମେ ଜନ୍ମ 
ମୁଁ ଜରା ଦେହେ ଜୀବ ତୁମେ ପରମ ବ୍ରହ୍ମ 
ମୁଁ ଜରା ଦେହେ ଜୀବ ତୁମେ ପରମ ବ୍ରହ୍ମ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ମୁଁ ପାପ ତୁମେ ପୁଣ୍ଯ ମୁଁ ମୃତ୍ୟୁ ତୁମେ ଜନ୍ମ... 
??JAGANNATH ?PREMI ?? 
Room id 171653 
Time 9.00am 
ବିନ୍ଦୁରୁ ହେଲି ମୁଁ ଜୀବ ଆକାର ଲୋଭ ମୋହ ଧରି କେତେ ପ୍ରକାର 
?????????????? 
ଓ.. ବିନ୍ଦୁରୁ ହେଲି ମୁଁ ଜୀବ ଆକାର ଲୋଭ ମୋହ ଧରି କେତେ ପ୍ରକାର 
ଆଶା ନିରାଶାରେ ଚାଲିଲି ବାଟ 
ମାୟା ମମତା ର ସଜେଇ ଥାଟ 
ମୁଁ ଶୂନ୍ୟ ତୁମେ ପୂର୍ଣ୍ଣ ମୁଁ ଧିକ୍ ତୁମେ ଧନ୍ଯ 
ମୁଁ ପିଞ୍ଜରା ରେ ଶୁଆ ତୁମେ ଅଧରେ ରାମ 
ମୁଁ ପିଞ୍ଜରା ରେ ଶୁଆ ତୁମେ ଅଧରେ ରାମ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ମୁଁ ପାପ ତୁମେ ପୁଣ୍ଯ ମୁଁ ମୃତ୍ୟୁ ତୁମେ ଜନ୍ମ 
Song upload by laxman 
Lyrics-Kshemankari 
? ? JAGANNATH ? PREMI ? ? 
ଆସୁଚି ଯାଉଛି ମାଟିରେ ପଡି ମିଛକୁ ଭିଡୁଛି ସତକୁ ଛାଡି 
????????????? 
ଓ.. ଆସୁଚି ଯାଉଛି ମାଟିରେ ପଡି ମିଛକୁ ଭିଡୁଛି ସତକୁ ଛାଡି 
ଧରମ ଛାଡି ମୁଁ କରିଛି ପାପ 
ବଡ଼େଇ ଦେଖେଇ କରୁନି ତୋପ 
ମୁଁ ଲୋଭ ତୁମେ ଧର୍ମ ମୁଁ ଆଶା ତୁମେ କର୍ମ 
ମୁଁ ମରଣର ନର୍କ ତୁମେ ଅମର ଧାମ 
ମୁଁ ମରଣର ନର୍କ ତୁମେ ଅମର ଧାମ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ମୁଁ ପାପ ତୁମେ ପୁଣ୍ଯ ମୁଁ ମୃତ୍ୟୁ ତୁମେ ଜନ୍ମ 
ମୁଁ ପାପ ତୁମେ ପୁଣ୍ଯ ମୁଁ ମୃତ୍ୟୁ ତୁମେ ଜନ୍ମ 
ମୁଁ ଜରା ଦେହେ ଜୀବ ତୁମେ ପରମ ବ୍ରହ୍ମ 
ମୁଁ ଜରା ଦେହେ ଜୀବ ତୁମେ ପରମ ବ୍ରହ୍ମ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ନମଃ ନମଃ ନାରାୟଣ ନମଃ ନାରାୟଣ 
ନମଃ ନମଃ ନାରାୟଣ ନମଃ ନାରାୟଣ..