╠Music Monalish╣
UPLOADiNG-_-BY
༄᭄༒ ⃝PRABHAT༒༄᭄
(creation)
ᘛROOM --IDᘛ
876530--1310597
ଚିରି ଦବା ଆଗରୁ ଚିଠି ଥରେ ପଢ଼ି ଦେଖ..
ଭୂଲି ଯିବା ଆଗରୁ ଆଉ ଥରେ ଭାବି ଦେଖ
ଚିରି ଦବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୂଲି ଯିବା ଆଗରୁ ଆଉ ଥରେ ଭାବି ଦେଖ
ଭଲ ପାଇ କିଏ କାହାକୁ ଠକିଛି
ଭଲ ପାଇ କିଏ କାହାକୁ ଠକିଛି
ନିଯାକୁ ପଚାରି ଦେଖ-ଆଉ ଥରେ ଭାବି ଦେଖ
ଚିରି ଦବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୂଲି ଯିବା ଆଗରୁ ଆଉ ଥରେ ଭାବି ଦେଖ
ᘛROOM --IDᘛ
876530--1310597
Lyricist -Arun mantri
ଦୁଖ ଦବା ଆଗରୁ ନିଜେ ଥରେ କାନ୍ଦି ଦେଖ
ଜାଳି ଦବା ଆଗରୁ ନିଜେ ଥରେ ଜଳି ଦେଖ
ଦୁଖ ଦବା ଆଗରୁ ନିଜେ ଥରେ କାନ୍ଦି ଦେଖ
ଜାଳି ଦବା ଆଗରୁ ନିଜେ ଥରେ ଜଳି ଦେଖ
ଜଳି ବାରେ ଅଛି କେତେ ଯେ ଯାତନା
ଜଳି ବାରେ ଅଛି କେତେ ଯେ ଯାତନା
ମନକୁ ପଚାରି ଦେଖ-ଆଉ ଥରେ ଜଳି ଦେଖ
ଚିରି ଦବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୂଲି ଯିବା ଆଗରୁ ଆଉ ଥରେ ଭାବି ଦେଖ
ଆ ଆ ଆ ଆ ଆ ଆ ହୁ ହୁ ହୁ ହୁ ହୁ ହୁ......
UPLOADiNG-_-BY
༄᭄༒ ⃝PRABHAT༒༄᭄
(creation)
ଚାଲି ଜୀବା ଆଗରୁ ଆଉ ଥରେ ବୁଲି ଦେଖ
ଭାଙ୍ଗି ଦବ ଆଗରୁ ଆଉ ଥରେ ଗଢ଼ି ଦେଖ
ଚାଲି ଜୀବା ଆଗରୁ ଆଉ ଥରେ ବୁଲି ଦେଖ
ଭାଙ୍ଗି ଦବ ଆଗରୁ ଆଉ ଥରେ ଗଢ଼ି ଦେଖ
ସପନ୍ ଭାଗିଲେ କେତେ ଜେ ଦହନ
ସପନ୍ ଭାଗିଲେ କେତେ ଜେ ଦହନ
ରାତି କୁ ପଚାରି ଦେଖ-ନିଜେ ଥରେ ଗଢ଼ି ଦେଖ
ଚିରି ଦବା ଆଗରୁ ଚିଠି ଥରେ ପଢ଼ି ଦେଖ
ଭୂଲି ଯିବା ଆଗରୁ ଆଉ ଥରେ ଭାବି ଦେଖ
ଆଉ ଥରେ ଭାବି ଦେଖ ଆଉ ଥରେ ଭାବି ଦେଖ
?
A Track By (PRABHAT creation)